ଅପରାଧଓଡିଶାଜୁଆ ଆଡ୍ଡା ଉପରେ ଚଢାଉ, ୧୩ ଜୁଆଡି ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220184 ଗଞ୍ଜାମ: ଆସିକା ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଜୁଆଡିଙ୍କ ଠାରୁ ନଗଦ ୮୦,୨୦୦ ଟଙ୍କା, ୧୫ଟି ମୋବାଇଲ ଓ ୨ ଟି ବାଇକ ଜବତ କରାଯାଇଛି। ଏଥିସହିତ ଆସିକା...
ଓଡିଶାଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପିmahabharatanewsSeptember 14, 2022 by mahabharatanewsSeptember 14, 20220151 ଗଞ୍ଜାମ: ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାୟ ଅଚାନକ ଛତ୍ରପୁର ଥାନାକୁ ପରିଦର୍ଶନ କରିଛନ୍ତି। ଥାନାରେ ପହଞ୍ଚିବା ପରେ ବିଭିନ୍ନ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରିଥିଲେ। ଥାନାରେ କେତେ ମାମଲା ରୁଜୁ ହୋଇଛି...
ଅପରାଧଓଡିଶାମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220154 ଗଞ୍ଜାମ: ମହିଳାଙ୍କୁ ଆକ୍ରମଣ କରିବା ଓ ଗାଡି ପୋଡିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମର ସୁବାସ...
Accidentଓଡିଶାଦୁର୍ଘଟଣାବାଇକକୁ ଧକ୍କା ଦେଲା ବସ ; ଜଣେ ମୃତ, ଜଣେ ଗୁରୁତରmahabharatanewsSeptember 14, 2022 by mahabharatanewsSeptember 14, 20220169 ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ା ଠାରୁ ନୂଆଗାଁ ମଧ୍ୟ...
ଓଡିଶାଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି mahabharatanewsSeptember 8, 2022 by mahabharatanewsSeptember 8, 20220181 ଭୁବନେଶ୍ୱର ( ଚିନ୍ମୟୀ ସ୍ୱାଇଁ ) ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି । ବ୍ରହ୍ମପୁର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଦୁଇ କନିଷ୍ଠ କିରାଣି । ୨ ଜୁନଅର ଆସିଷ୍ଟାଟଂ ସୁଶୀଲ...
ଅପରାଧଓଡିଶାଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟmahabharatanewsAugust 17, 2022 by mahabharatanewsAugust 17, 20220175 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ପୁରୁଷୋତ୍ତମପୁର ଥାନା ଶିଖରପୁର କୁକୁଡା ଫାର୍ମ ସାମ୍ନା ପିଡବ୍ଲ୍ୟୁଡି ରୋଡ ପାଶ୍ୱର୍ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି। ଯୁବକ ଜଣକ ଆତ୍ମହତ୍ୟା...
ଓଡିଶାପତାକା ଉତ୍ତୋଳନ କରିବାକୁ ଯାଇ ବିଧାୟକ ହଟହଟାmahabharatanewsAugust 15, 2022August 15, 2022 by mahabharatanewsAugust 15, 2022August 15, 20220198 ଗଞ୍ଜାମ: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ଗୋପାଳପୁର ସ୍ଥିତ କମଳାପୁର ଗାଁରେ ପତାକା ଉତ୍ତୋଳନ କରିବାକୁ...
ଓଡିଶାବଜ୍ରପାତ ଚାଲିଗଲା ୨ ମହିଳାଙ୍କ ଜୀବନmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220131 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସୁରେଖାଦେଇପୁର ଏବଂ ରାଇବନ୍ଧ ଗ୍ରାମରେ ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଚାଷ ଜମିରେ କାମ କରୁଥିବାବେଳେ ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା।...
ଓଡିଶାଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକmahabharatanewsAugust 7, 2022 by mahabharatanewsAugust 7, 20220150 ଗଞ୍ଜାମ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା ଅଧ୍ୟକ୍ଷତା...
ଓଡିଶାଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ !mahabharatanewsMay 17, 2022 by mahabharatanewsMay 17, 20220346 ଗଞ୍ଜାମ: ଛୁଟି ନ ମିଳିବାରୁ ଆତ୍ମହତ୍ୟା ! ସୁଇସାଇଡ ନୋଟରେ ଲେଖା ହୋଇଥିଲା ଏମିତି କିଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବର୍ଷେ ହେବ ଛୁଟି ନ ମିଳିବାରୁ ଆତ୍ମହତ୍ୟା କରିଛନ୍ତି...