ଓଡିଶାଆଜି ମହାଶିବରାତ୍ରୀmahabharatanewsMarch 1, 2022March 1, 2022 by mahabharatanewsMarch 1, 2022March 1, 20220327 ଭୁବନେଶ୍ୱର : ଆଜି ହେଉଛି ମହାଦେବଙ୍କ ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ । ହିନ୍ଦୁଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରାଯାଇଥାଏ । ଶ୍ରଦ୍ଧାଳୁ ମାନେ ଜାଗରରେ ମହାଦୀପ ଉଠିବା ଯାଏ ଉପବାସ...
ଓଡିଶାମହାଶିବରାତ୍ରି: ଆଜି ୧୦ ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପmahabharatanewsMarch 1, 2022 by mahabharatanewsMarch 1, 20220163 ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ...