ଜାତୀୟ ମାନବାଧିକାର ସଂଗଠନ ଜିଲା ଶାଖା ପକ୍ଷରୁ ସମ୍ମିଳନୀ
ଜଗତସିଂହପୁର ଜିଲା ରଘୁନାଥପୁର ଓଡପଡା ପ୍ରମିଳା ମଣ୍ଡପରେ ନ୍ୟାସନାଲ ହ୍ୟୁମାନ ରାଇଟସ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଭଗବାନ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ...
