ଅପରାଧଓଡିଶା

ଜଗତସିଂହପୁର ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା

ଜଗତସିଂହପୁର ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା । ସଦରଥାନା  ଜାହାନପୁର ଗ୍ରାମ ନିକଟରୁ ଜଣେ ଯୁବକ ନିକଟରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବିଶେଷସୂତ୍ରରୁ ଖବର ପାଇ ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି  ୧୩୨ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ସେହି ଗ୍ରାମର ପ୍ରଶାନ୍ତ କୁମାର ସ୍ୱାଇଁ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି ।

Related posts

ଓଡିଶାକୁ ମିଳିଲା ଅଗ୍ରିମ ସହାୟତା ରାଶି

mahabharatanews

ଗଞ୍ଜାମରେ ପୁଣି ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କରୋନା

mahabharatanews

୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜରେ ପାଠପଢ଼ା ବନ୍ଦ

mahabharatanews