ଅପରାଧଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସmahabharatanewsSeptember 10, 2021 by mahabharatanewsSeptember 10, 20210166 ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ମିଳିଛି ଏକ ବଡ ସଫଳତା, ଧରା ପଡିଲା ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ । ଏମାନଙ୍କୁ ଗିରଫ କରାଯିବା ସହିତ ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଓ ରୂପା...
ଅପରାଧବିଦେଶୀ ମଦ ଚାଲାଣ ବେଳେ ଧରିନେଲା ପୋଲିସmahabharatanewsSeptember 3, 2021 by mahabharatanewsSeptember 3, 20210254 ଚଣ୍ଡିଖୋଲ: ଯାଜପୁରରେ ଧରା ପଡିଲେ ବିଦେଶୀ ମଦ ବେପାରୀ । ବାଇକରେ ବିଶେୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଛି । ଏମିତି ଏକ ସଫଳତା ହାସଲ କରିଛି ଯାଜପୁରର...
ଓଡିଶାରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାରmahabharatanewsSeptember 3, 2021 by mahabharatanewsSeptember 3, 20210191 ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ କଡରୁ ପୋଲିସ ଉଦ୍ଧାର ହୋଇଛି ଦୁଇ ଯୁବକଙ୍କ ମୃତଦେହ । ତେବେ ଉଭୟ ମୃତଦେହ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣକ ପରିଚୟ ଏବେ...
ଓଡିଶାଯାଜପୁରରେ ଜନବସିତି ମୁହାଁ ଭାଲୁmahabharatanewsAugust 31, 2021 by mahabharatanewsAugust 31, 20210161 ଯାଜପୁର: ବିରଜା କ୍ଷେତ୍ର ଯାଜପୁରରେ ପୁଣି ଦେଖା ଦେଇଛି ଭାଲୁ ଆତଙ୍କ । ଭୋର ସମୟରେ ପୋଖରୀ ହୂଡାରେ ବୁଲୁଛି ଜଙ୍ଗଲୀପରେ ଗାଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଯାଜପୁର ଜିଲ୍ଲା...
ଓଡିଶାନଦୀରେ ବୁଡି ପୁଣି ଜଣେ ଶିଶୁ ମୃତmahabharatanewsAugust 26, 2021 by mahabharatanewsAugust 26, 20210176 ଯାଜପୁର: ଚଣ୍ଡିଖୋଲ ଅଞ୍ଚଳର ନଈ ପାଣି ପାଲଟିଛି ମରଣଯନ୍ତା । ନାଳରେ ଗାଧାଉଥିବା ବେଳେ ପାଣିରେ ବୁଡି ପୁଣି ଜଣେ ଶିଶୁ ପ୍ରାଣ ହରାଇଛି । ମୃତ ଶିଶୁ ହେଉଛି ଯାଜପୁର ଧର୍ମଶାଳା ବ୍ଲକ...
ଓଡିଶାବିଜେଡି କରୁଛି ରକ୍ତଦାନmahabharatanewsAugust 21, 2021 by mahabharatanewsAugust 21, 20210217 ଚଣ୍ଡିଖୋଲ: କଥାରେ ଅଛି ରକ୍ତ ଦାନ ମହାପୂଣ୍ୟ । ଏହି କାର୍ଯ୍ୟରେ କିନ୍ତୁ ଖୁବ ଆଗରେ ରହିଛି ବିଜୁ ଜନତା ଦଳ(ବିଜେଡି) । ପ୍ରାୟ ସମୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର କରି ରକ୍ତ...
ଓଡିଶାଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର, ଗାଈଗୋରୁ ଜୀବନ୍ତ ଦଗ୍ଧmahabharatanewsAugust 21, 2021 by mahabharatanewsAugust 21, 20210198 ଚଣ୍ଡିଖୋଲ: ଯାଜପୁର ଜିଲ୍ଳାରେ ପୁଣି ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଜଳି ଭସ୍ମୀଭୁତ ହୋଇଯାଇଛି ୨ ବଖରା ଘର । ଏତିସହିତ ଗୃହପାଳିତ ପଶୁ ମଧ୍ୟ ନିଆଁରେ ପୋଡି ହୋଇଯାଇଛନ୍ତି । ଯାଜପୁର ଜିଲ୍ଲା...
ଅପରାଧଟାଙ୍ଗିଆରେ ଶ୍ୱଶୂରଙ୍କୁ ହତ୍ୟା କଲା ବୋହୂmahabharatanewsAugust 17, 2021 by mahabharatanewsAugust 17, 20210176 ଯାଜପୁର: ବାପ ସମାନ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବୋହୂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା...
ଅପରାଧଯାଜପୁରରେ ବାଇକ ଲୁଟେରା ଗ୍ୟାଙ୍ଗ ଗିରଫmahabharatanewsAugust 7, 2021 by mahabharatanewsAugust 7, 20210187 ଯାଜପୁର(ମହାଭାରତ): ଯାଜପୁର ଜିଲ୍ଲା କୁଆଖିଆ ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ଅଞ୍ଚଳରେ ବାଇକ ଲୁଟ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ । ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା...
ଓଡିଶାଅଭିମନ୍ୟୁ ସାମନ୍ତ ସିଂହାର ଭବନରେ ବିସିଜେଡିର ବୈଠକmahabharatanewsAugust 7, 2021August 7, 2021 by mahabharatanewsAugust 7, 2021August 7, 20210275 ଯାଜପୁର (ମହାଭାରତ): ଆଜି ଯାଜପୁର ଜିଲ୍ଲା ଅଭିମନ୍ୟୁ ସାମନ୍ତ ସିଂହାର ଭବନଠାରେ ବିଜୁ ଛ।ତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରୁ ଆସିଥିବା ଛାତ୍ର ନେତା ମାନଙ୍କୁ...