ହେମନ୍ତଙ୍କ ବିରୋଧରେ ଇଡିର ପ୍ରମାଣ
(ଝାଡ଼ଖଣ୍ଡ) : ହେମନ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ ପ୍ରମାଣ ଯୋଗାଡ଼ କରିଛି ସେଥିରେ ଫ୍ରିଜ୍, ସ୍ମାର୍ଟଟିଭି ଆଦିର ଇନ୍ଭଏସ୍ ଆଦି ରହିଛି। ଜମି ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ...