ଓଡିଶାହଷ୍ଟେଲ ଖୋଲିବାକୁ ଏସ ଓ ପି ଜାରିmahabharatanewsJuly 21, 2021 by mahabharatanewsJuly 21, 20210179 (ଭୁବନେଶ୍ୱର) ; କରୋନା କଟକଣାକୁ ଦୃଷ୍ଟିରେ ରଖିି ସ୍କୁଲ କଲେଜ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ବର୍ତ୍ତମାନ ସଂକ୍ରମଣ କମିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ...
ଅପରାଧଓଡିଶାଦହିବରା ବଞ୍ଚେଇଦେଲା ପୁଅର ଜୀବନmahabharatanewsJuly 21, 2021 by mahabharatanewsJuly 21, 20210179 (ଭୁବନେଶ୍ୱର) ; କୁନି ପୁଅକୁ ବଞ୍ଚାଇଦେଲା ଦହିବରା । ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରୀୟଙ୍କା ହତ୍ୟାମାମାଲରେ ଆଜି ଜଗନ୍ନାଥକୁ ଜେରା କରାଯାଉଥିଲା । ଜଗନ୍ନାଥ ଙ୍କ ବିଷୟରେ ବଡ ସୂଚନା ଦେଲେ ଡିସିପି ଉମାଶଙ୍କର...
ଅପରାଧଓଡିଶାଫିଟିବ ପ୍ରିୟଙ୍କା ହତ୍ୟାର ଗୁମରmahabharatanewsJuly 21, 2021 by mahabharatanewsJuly 21, 20210211 (ଭୁବନେଶ୍ୱର) ; ଜଗନ୍ନାଥଙ୍କୁ ଚାଲିଛି ଜେରା ! ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର । ଭୁବନେଶ୍ୱର ସ୍ଥିତ ଏମ୍ସରୁ ଡିସଚାର୍ଜ ହେଲେ ଜଗନ୍ନାଥ ପ୍ରଧାନ । ଏହାପରେ ଏୟାରଫିଲ୍ଡ ଥାନା ପୁଲିସ ଆଜି ଜଜଗନ୍ନାଥଙ୍କୁ...
ଅପରାଧଓଡିଶାମୁଁ ୭ମ ଶ୍ରେଣୀରେ ପଢୁଛି! ମୋ ମା କହୁଛି ଦେହ ବିକ୍ ଆଉ ପଇସା ଦେmahabharatanewsJuly 19, 2021 by mahabharatanewsJuly 19, 20210238 (ରିପୋଟର୍ସ ଟୁଡେ) ; ମୋ ମା କହୁଛି ଦେହ ବିକ୍ ଆଉ ମତେ ପଇସା ଦେ , କଥାଟା ଶୁଣିବାକୁ ଖରାପ ଲାଗୁଥିଲେ ବି ସତ । କଥାରେ ଅଛି ମା ନାହିଁ ଯାହାର...
ଓଡିଶାଭାବି ସ୍ୱାମୀକୁ ଚୂନ ଲଗାଇଲା କନ୍ୟାmahabharatanewsJuly 19, 2021 by mahabharatanewsJuly 19, 20210186 (ରିପୋଟର୍ସ ଟୁଡେ) ; ସରିଯାଇଥିଲା ନିର୍ବନ୍ଧ ,ଆଉ କିଛି ଟା ଦିନ ପରେ ହୋଇଥାନ୍ତା ବାହାଘର । କିନ୍ତୁ ଭାବୀ ସ୍ୱାମୀଠାରୁ ଝିଅଟି ୩ ଲକ୍ଷ ଲୁଟିସାରିବା ପରେ ଅନ୍ୟତ୍ର ବିବାହ କରିଥିଲା ।...
ଓଡିଶାଗୁଣିଗାରେଡି ସନ୍ଦେହରେ ହତ୍ୟା ।mahabharatanewsJuly 19, 2021 by mahabharatanewsJuly 19, 20210210 (ରିପୋଟର୍ସ ଟୁୁଡେ) ; ପୁଣି ସାମ୍ନାକୁ ଆସିଲା ଆଉ ଏକ ଅନ୍ଧବିଶ୍ୱାସର କୁ ପରିଣାମ । ଗୁଣିଗାରେଡି ସନ୍ଦେହରେ ହତ୍ୟା ହୋଇଥିବା ଅନୁମାନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର...
ଅପରାଧଓଡିଶାସାମ୍ନାକୁ ଆସିଲା ସୌମ୍ୟଙ୍କ ମନର କଥାmahabharatanewsJuly 17, 2021 by mahabharatanewsJuly 17, 20210192 (ରିପୋଟର୍ସ ଟୁଡେ) ; ସୌମ୍ୟଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ନେଉଛି । ଗତ ୧୨ ତାରିିଖରେ ସୌମ୍ୟ ରଞନ ମହାପାତ୍ର ପୋଡିି ହୋଇଥିବା ଘଟଣାର ପ୍ରକୃତ ରହସ୍ୟ ପୁଲିସ ଖୋଜି ପାଉନଥିବା ବେଳେ...
ଓଡିଶା୨୬ରୁ ଖୋଲିବ ଦଶମ, ଦ୍ୱାଦଶmahabharatanewsJuly 17, 2021 by mahabharatanewsJuly 17, 20210183 (ରିପୋଟର୍ସ ଟୁଡେ) ; ରାଜ୍ୟରେ କରୋନାର ପ୍ରକୋପ ଦିନକୁ ଦିନ କମିବାରେ ଲାଗିଛି । ଏହାକୁ ନଜରରେ ରଖି କରୋନା କଟକଣା ମଧ୍ୟ କୋହଳ ହୋଇଛି । ଦସ୍ୱବ ଦିନ ପୂର୍ବେ ଅନଲକ ର...
ଓଡିଶାଯୌତୁକ ପାଇଁ ଚାଲିଗଲା ନବବିବହିତା ବଧୂର ଜୀବନmahabharatanewsJuly 17, 2021 by mahabharatanewsJuly 17, 20210194 (ରିପୋଟର୍ସ ଟୁଡେ) ; ପୁଣି ସାମ୍ନାକୁ ଆସିଲା ଯୌତୁକ ପାଇଁ ବଧୂ ହତ୍ୟା । କିଛୀ ଲୋଭର ବସବତିଃ ହୋଇ ଯୌତୁକ ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ସେମିତି କିଛି...
ଓଡିଶାନିଜ ଛୁଆକୁ କୁଅକୁ ଠେଲିଲା ମାଆ ! ନିଜର ଆତ୍ମହତ୍ୟା ଉଦ୍ୟମmahabharatanewsJuly 17, 2021 by mahabharatanewsJuly 17, 20210204 (ରିପୋଟର୍ସ ଟୁଡେ) ; ନିଜ ସନ୍ତାନକୁ କୁଅକୁ ଠେଲିଦେଲା ମାଆ ଆଉ ତାପରେ ନିଜେ ଆତ୍ମ ହତ୍ୟା ଉଦ୍ୟମ କଲେ ମହିଳା । ଏମିତି ଏକ ଅଭାବବନୀୟ ଦୃଶ୍ୟ ଦେଖିବାକୁ ମିଳିିଛି କନ୍ଧମାଳ ଜିଲ୍ଲା...