ଓଡିଶାକାର ସହ ଟ୍ରକ ମୁହାଁ ମୁହିଁ ଧକ୍କା , ୨ ମୃତmahabharatanewsJuly 26, 2021July 26, 2021 by mahabharatanewsJuly 26, 2021July 26, 20210154 (ଭୁବନେଶ୍ୱର) ; ଭୁବନେଶ୍ୱର ଯାଉଥିବା ବେଳେ ଟ୍ରକ ସହ କାରଟି ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏହି ଦୁର୍ଘଟଣାଟି ସମ୍ବଲପୁର...
ଅପରାଧଦୁଷ୍କର୍ମ ପରେ ହତ୍ୟା ଅଭିଯୋଗmahabharatanewsJuly 24, 2021 by mahabharatanewsJuly 24, 20210162 (ରିପୋଟର୍ସ ଟୁଡେ) ; ଫୁଲପଡା ପଞ୍ଚାୟତର ରାଜନାଳି ନିକଟସ୍ଥ ଏକ ନାଳ ପାଖରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । କେହି ଜଣେ ଦୁର୍ବୁତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଖଜୁରୀ...
Uncategorizedକାଲିଠାରୁ ଖୋଲିବ ଧର୍ମାନୁଷ୍ଠାନmahabharatanewsJuly 24, 2021 by mahabharatanewsJuly 24, 20210176 (ରିପୋଟର୍ସ ଟୁଡେ) ; ମହାମାରି କରୋନା ସାରା ବିଶ୍ୱରେ ତାର ତଣ୍ଡବ ଦେଖାଇ ସାରିଲାଣି । ବର୍ତ୍ତ ମାନ ପରିସ୍ଥିତିରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି...
ଓଡିଶାରାଜ୍ୟରେ ବାଘ ଗଣନାmahabharatanewsJuly 24, 2021 by mahabharatanewsJuly 24, 20210204 (ରିପୋଟର୍ସ ଟୁଡେ) ; ରାଜ୍ୟରେ ବାଘ ଗଣନା ପ୍ରକ୍ରିୟା ଆରମ୍ବ ହୋଇଛି । ଖୁବ ଶିଘ୍ର ବାଘ ଗଣନା ପାଇଁ ରାଜ୍ୟ ସ୍ତରରେ ନୋଡାଲ ଅଫିସର ନିଯୁକ୍ତି ହେବେ । ଏହାପରେ ଏନଟିସିଏ ପକ୍ଷରୁ...
Uncategorizedସ୍ତ୍ରୀକୁ ତାର ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀmahabharatanewsJuly 24, 2021 by mahabharatanewsJuly 24, 20210247 (ରିପୋଟର୍ସ ଟୁଡେ) ; ଅଗ୍ନିକୁ ସାକ୍ଷୀ ରଖି ୭ ଜନ୍ମକୁ ଏକାଠି ରହିବା ପାଇଁ କଥା ଦିଆ ନିଆ ହୋଇଥାନ୍ତି ସ୍ୱାମୀ ଆଉ ସ୍ତ୍ରୀ । କିନ୍ତୁ ସ୍ତ୍ରୀ ନିଜ ପ୍ରେମିକ ପାଇଁ ଆପଣେଇ...
Uncategorizedଭେଣ୍ଟିଲେଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହmahabharatanewsJuly 24, 2021 by mahabharatanewsJuly 24, 20210194 (ରିପୋଟର୍ସ ଟୁଡେ) ; ୮୯ ବର୍ଷୀୟ ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହଙ୍କୁ ଗତ ଜୁଲାଇ ୪ ତାରିଖରେ ଅସୁସ୍ଥ ହୋଇପଡିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ରାମ ମନୋହର...
ଓଡିଶାବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁୁmahabharatanewsJuly 24, 2021 by mahabharatanewsJuly 24, 20210217 (ରିପୋଟର୍ସ ଟୁଡେ) ; ବିଦ୍ୟୁୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ମରାମତି କରିବାକୁ ଡାକିଥିବା ବ୍ୟକ୍ତିଙ୍କ ଘର ଆଗରେ ମୃତ ଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟି ଗତକାଲି...
Uncategorizedଷ୍ଟେସନରେ ତିଆରି ହେଲା ଏ.ପି.ଜେ.ଅବଦୁଲ କଲାମଙ୍କ ପ୍ରତିମାmahabharatanewsJuly 22, 2021 by mahabharatanewsJuly 22, 20210174 (ଭୁବନେଶ୍ୱର) ; ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କଲାମଙ୍କୁ ଭାରତୀୟ ରେଳର ଶ୍ରଦ୍ଧାଞଳି । ଷ୍ଟେସନରେ ସ୍ଥାପିତ ଏହି ମୂର୍ତ୍ତି ଏବେ ଏହା ପାଖ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଲାଗି ସମ୍ମାନର ଓ...
ଅପରାଧମାଙ୍କୁ ହତ୍ୟା କଲେ ଦୁଇ ଭଉଣୀmahabharatanewsJuly 22, 2021 by mahabharatanewsJuly 22, 20210201 (ରିପୋଟର୍ସ ଟୁଡେ) ; ନିଜ ମାକୁ ହତ୍ୟା କଲେ । ଶବ ପାଖରେ ବସି କଣ୍ଢେଇ ଧରି ଖେଳିଲେ । ଏମିତି ଏକ ସ୍ତବ୍ଧ କଲା ଭଳିøା ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ତିରୁନେଲଭେଲି...
ଓଡିଶାସେଲ୍ଫି ହେଲା କାଳmahabharatanewsJuly 22, 2021 by mahabharatanewsJuly 22, 20210212 (ରିପୋଟର୍ସ ଟୁଡେ) ; ସେଲ୍ଫି ନେବା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି । ଖାସ କରି ଯୁବପିଢିମାନେ ଏହି ସେଲ୍ଫି ନେବା ପାଇଁ ବେଶ ଆଗ୍ରହି । ଆଉ ଏହି ସେଲ୍ଫି ନେବା ବେଳେ ଟିକେ...