ଓଡିଶାରାଜ୍ୟ ଟପରଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନାmahabharatanewsMay 23, 2026 by mahabharatanewsMay 23, 2026017 ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜ୍ୟର ତୃତୀୟ ସ୍ଥାନ ଅଧିକାର କରିଥିବା କଟକ ତ୍ରିସୁଳିଆ ସ୍ଥିତ ସରସ୍ୱତୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ମାନସ ରଞ୍ଜନ ସ୍ବାଇଁ 596...
ଓଡିଶାବନ୍ଦେ ମାତରମର ୧୫୦ ତମ ବାର୍ଷିକ ଅବସରରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନmahabharatanewsFebruary 10, 2026 by mahabharatanewsFebruary 10, 2026033 ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ର ୧୫୦ ତମ ବାର୍ଷିକ ଅବସରରେ ଆଳି ବ୍ଲକ ପ୍ରଶାସନ ପକ୍ଷରୁ ଦୁଇଶହରୁ ଉର୍ଦ୍ଧ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରା ଯାଇଥିଲାl ଏହି...
ଓଡିଶାନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ମିଳିଲା ବନ୍ଧୁକmahabharatanewsDecember 13, 2025 by mahabharatanewsDecember 13, 2025049 ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ମିଳିଲା ବନ୍ଧୁକ । ବନ୍ଧୁକ ନେଇ ସ୍କୁଲ ଯାଉଥିଲେ ନବମ ଶ୍ରେଣୀ ଛାତ୍ର । କ୍ଲାସ ଚାଲିଥିବା ବେଳେ ପକେଟରୁ ବାହାରିଲା ବନ୍ଧୁକ । ଗରଦପୁର ବ୍ଲକ ଅଧୀନ...
ଅପରାଧସଢ଼ୁ ମାରିଲା ସଢ଼ୁକୁmahabharatanewsSeptember 3, 2021 by mahabharatanewsSeptember 3, 20210220 (ଆଳି): ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ମୁନରେ ସଢ଼ୁର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅନ୍ତର୍ଗତ ତରାସ ଗାଁରେ । ସୂଚନା ଅନୁଯାୟୀ...
ଓଡିଶାଯୁବକଙ୍କୁ ଟାଣି ନେଲା କୁମ୍ଭୀରmahabharatanewsAugust 6, 2021 by mahabharatanewsAugust 6, 20210211 ପଟ୍ଟାମୁଣ୍ଡାଇ(ମହାଭାରତ): ବ୍ରାହ୍ମଣୀ ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଭୟ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗାଁର ବ୍ରାହ୍ମଣୀ ନଦୀରେ ଏପରି ଏକ ଅଘଟଣ ସାମ୍ନାକୁ ଆସିଛି । ଏହି ଗାଁର ବସନ୍ତ ପରିଡା ନଦୀକୁ...