ଦେଶ ବିଦେଶଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତmahabharatanewsJune 29, 2026 by mahabharatanewsJune 29, 2026043 ଇରାନରେ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ଉତ୍ସବରେ ବିହାର ରାଜ୍ୟପାଳ ଜେନେରାଲ ସୟଦ ହସନୈନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗାରିଟା ଭାରତୀୟ ପ୍ରତିନିଧିମଣ୍ଡଳର ଅଂଶ ହେବେ...