ଭାରତପ୍ରଦୂଷଣରେ ବର୍ଷକୁ ଯାଉଛି ୧୫ଲକ୍ଷ ଜୀବନ, ଲାନ୍ସେଟ ଦେଲା ଚିନ୍ତାଜନକ ତଥ୍ୟmahabharatanewsDecember 11, 2025 by mahabharatanewsDecember 11, 2025022 ବିଶ୍ୱର ପ୍ରତିଷ୍ଠିତ ମେଡିକାଲ୍ ପତ୍ରିକା ‘ଲାନ୍ସେଟ୍’ ଦ୍ୱାରା ପ୍ରକାଶ ପାଇଛି ଚିନ୍ତାଜନକ ରିପୋର୍ଟ । ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଲୋକଙ୍କର ପ୍ରଦୂଷଣଜନିତ ମୃତ୍ୟୁ ହେଉଛି । ଦେଶରେ ମୃତ୍ୟୁର ଏକ ମୁଖ୍ୟ କାରଣ ହେଉଛି...