ଓଡିଶାବିଶ୍ଵ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରାmahabharatanewsNovember 18, 2025 by mahabharatanewsNovember 18, 2025065 ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ । ଏବେ ଏହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ, ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା...
ଓଡିଶାବିଦ୍ୟାଶିକ୍ଷାଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତmahabharatanewsNovember 17, 2025 by mahabharatanewsNovember 17, 20250155 ଗଜପତି : ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ, ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ...
ଓଡିଶାନର୍ଲା ପ୍ରେସ ଏସୋସିଏସେସନ୍ ପକ୍ଷରୁ ପ୍ରେସ୍ ଦିବସ ପାଳିତmahabharatanewsNovember 17, 2025 by mahabharatanewsNovember 17, 2025039 କଳାହାଣ୍ଡି: ନର୍ଲା ବ୍ଳକ୍ ଡାକ ବଙ୍ଗଳା ଠାରେ, ନର୍ଲା ପ୍ରେସ ଏସୋସେସନ ଓ.ଜେ.ୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ l ଏହି କାର୍ଯ୍ୟକ୍ରମ, ସଙ୍ଘର ସଭପତି ଚିନ୍ତାମଣି ନାଏକଙ୍କ ଅଧ୍ୟକ୍ଷତାରେ, ବିଘ୍ନବିନାଶ...
ଓଡିଶାଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀmahabharatanewsNovember 17, 2025 by mahabharatanewsNovember 17, 2025040 ଲାଞ୍ଜିଗଡ : ଗାଁରେ ଜଙ୍ଗଲି ହାତୀଙ୍କ ଉପଦ୍ରବ । ଚାଷ ଜମିରେ ପଶି ଫସଲ ନଷ୍ଟ କରିଦେଲେ ହାତୀ ପଲ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ କମଲେଇ...
ଓଡିଶାଜିଲ୍ଲା ସ୍ତରୀୟ ପ୍ରେସ୍-ଡେ ପାଳନmahabharatanewsNovember 17, 2025 by mahabharatanewsNovember 17, 2025032 ନ୍ୟାସନାଲ୍ ପ୍ରେସ୍ ଡେ। ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ, ନ୍ୟାସନାଲ ପ୍ରେସ ଡେ ଭାବରେ ପାଳନ କରାଯାଇ ଥାଏ । ଗତକାଲି ଦେବଗଡ଼ ଜିଲ୍ଲାରେ ମଧ୍ୟ, ଏହି ସ୍ବତନ୍ତ୍ର ଦିନକୁ ପାଳନ କରାଯାଇଛି।...
ଓଡିଶାଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରାmahabharatanewsAugust 12, 2025 by mahabharatanewsAugust 12, 20250102 ଭୁବନେଶ୍ୱର;-ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା ।ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ । ତେବେ...
ଓଡିଶାପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ !mahabharatanewsAugust 12, 2025 by mahabharatanewsAugust 12, 20250233 କେନ୍ଦ୍ରାପଡା;- ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣ ଦୁଷ୍କର୍ମ କରିଥିବା...
ଭାରତ‘ପରୀକ୍ଷା ପେ ଚର୍ଚ୍ଚା ‘ ପାଇଁ ମିଳିଛି ଗିନିଜ ୱାଲ୍ଡ ରେକର୍ଡ ସାର୍ଟିଫିକେଟ୍mahabharatanewsAugust 6, 2025August 6, 2025 by mahabharatanewsAugust 6, 2025August 6, 2025096 ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ‘ପରୀକ୍ଷା ପେ ଚର୍ଚ୍ଚା ‘ ପାଇଁ ମିଳିଛି ଗିନିଜ ୱାଲ୍ଡ ରେକର୍ଡ ସାର୍ଟିଫିକେଟ୍ । ତେବେ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଭେଟି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ...
ଅପରାଧଓଡିଶାପୃଥକ ପୃଥକ ଥାନାରେ ଥାର୍ଡ ଡିଗ୍ରିmahabharatanewsAugust 6, 2025 by mahabharatanewsAugust 6, 20250104 ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୃଥକ ପୃଥକ ଥାନାରେ ଥାର୍ଡ ଡିଗ୍ରି । ଥାନା ଭିତରେ ମାଡମରାଯାଇଥିବା ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରୁ ଆସିଛି ଅଭିଯୋଗ । ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ...
ଓଡିଶାପାଣିପାଗରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେmahabharatanewsAugust 6, 2025 by mahabharatanewsAugust 6, 20250229 ଭୁବନେଶ୍ୱର;-ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ । କାରଣ କାଲି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ରାୟଗଡାରେ ,କେନ୍ଦୁଝର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶା...