ଭାରତଲାମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରୁ ସହାୟତା ଯୋଗାଡ ହେଉଛିmahabharatanewsJune 22, 2022June 22, 2022 by mahabharatanewsJune 22, 2022June 22, 20220200 ମସ୍କୋ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ମିଳୁନାହିଁ । ଏହାରି ମଧ୍ୟରେ ବହୁ ଜନତା ଏକ ଦୁର୍ବିସହ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି...