ମୟୂରଭଞ୍ଜ ମହୋତ୍ସବରେ ଯୋଗଦେଲେ ମୟୁରଭଞ୍ଜ ମହାରାଜା ଓ ମହାରାଣୀ
ମୟୂରଭଞ୍ଜ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେଯୋଗଦେଲେ ମୟୁରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମିତା ରାଜଲକ୍ଷ୍ମୀ ଭଞ୍ଜଦେଓ। ଏହି ଉତ୍ସବରେ ମୟୁରଭଞ୍ଜ ବିଭାଜନକୁ ନେଇ ବିଭିନ୍ନ ଗଣମାଧ୍ୟମରେ...
