ଓଡିଶାଶିକ୍ଷାଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଜୋଗmahabharatanewsApril 18, 2023 by mahabharatanewsApril 18, 20230214 ରାଇରଙ୍ଗପୁର: ସ୍କୁଲ ଛାତ୍ରୀ ମାନଙ୍କୁ ମାଡ ମାରିବା ସହିତ ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ୟ୍ୟ କୁ ବିରୋଧ କରି ଆଜି ବିଦ୍ୟାଳୟ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ଏପରି...
ଓଡିଶାଦୁର୍ଘଟଣାହାଇୱା ବସ ଧକ୍କାରେ ୫ ଗୁରୁତର ୨୦mahabharatanewsFebruary 3, 2023 by mahabharatanewsFebruary 3, 20230157 ମୟୁରଭଞ୍ଜ : କରଞ୍ଜିଆ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱା –ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ।...
ଓଡିଶାଭୀମକୁଣ୍ଡ ସ୍ବତୀଘାଟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମmahabharatanewsJanuary 21, 2023 by mahabharatanewsJanuary 21, 20230188 ମୟୂରଭଞ୍ଜ : ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ନିକଟରେ ଥିବା ପବିତ୍ର ବୈତରଣୀ ନଦୀର ସଙ୍ଗମ ସ୍ଥଳର ସ୍ବତୀଘାଟରେ ୨୦ ତାରିଖ ଦିନ ସାନ୍ତାଳ ସମ୍ପ୍ରଦାୟର (ଦାମୋଦର ମେଳା) ଅସ୍ଥି ବିସର୍ଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି।ଚଳିତ...
ଓଡିଶାଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜାମଦା ବ୍ଲକସ୍ତରୀୟ ନୂତନ ସଂଘ ଗଠନmahabharatanewsDecember 15, 2022December 15, 2022 by mahabharatanewsDecember 15, 2022December 15, 20220179 ମୟୂରଭଞ୍ଜ : ଜାମଦା ବ୍ଲକ ସମ୍ମିଳନୀ କକ୍ଷରେ ପରେଶନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ବ୍ଲକସ୍ତରୀୟ ନୂତନ ସଂଘ ଗଠନ କରାଯାଇଛି । ଏଥିରେ ରାଜ୍ୟ,ଜିଲ୍ଲା,ଉପଖଣ୍ଡର କର୍ମକର୍ତ୍ତାଗଣ ପୂର୍ଣ୍ଣଚନ୍ଦ୍ର ବସା,କାହ୍ନୁଚରଣ...
ଅପରାଧଓଡିଶାରାଇରଙ୍ଗପୁର ପୁର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗmahabharatanewsNovember 22, 2022 by mahabharatanewsNovember 22, 20220167 ରାଇରଙ୍ଗପୁର : ପୁର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନାଁ ରେ ଆସିଲା ସଙ୍ଗୀନ ଅଭିଯୋଗ । ସରକାରୀ ବାସଭବନରେ ପ୍ରାକ୍ତନ ବିଇଓ ବାବୁଙ୍କ ଚାଲିଥିଲା ରାଜ୍ । ସରକାରି କ୍ୱାଟରକୁ ନିଜ ଘର ଭାବି...