ଦେଶ ବିଦେଶରଙ୍ଗ ସାଇଡ୍ରେ ମଣିଷ ମରା କାର୍: ନେଇଗଲା ଆଇନଜୀବୀଙ୍କ ଜୀବନmahabharatanewsSeptember 22, 2026 by mahabharatanewsSeptember 22, 2026031 ପୁଣି ଜୀବନ ନେଇଛି ମଣିଷ ମରା କିଲର ଥାର। ରଙ୍ଗ ସାଇଡ୍ରେ ଦ୍ରୁତଗତିରେ ଆସି ଦମ୍ପତିଙ୍କୁ ଧକ୍କା ଦେଇଛି । ପରେ ଗୋଟିଏ ଖୁଣ୍ଟିରେ ପିଟି ହୋଇଛି । ଏଥିରେ ଆଇନଜୀବୀ ପ୍ରାଣ ହରାଇଛନ୍ତି।...
ଦେଶ ବିଦେଶନୋଏଡାରେ ଘନ କୁହୁଡିକୁ ନେଇ ଜାରି ହେଲା ଡ୍ରାଇଭିଂ ଆଡାଭାଇଜରିmahabharatanewsDecember 17, 2025 by mahabharatanewsDecember 17, 2025077 ଘନ କୁହୁଡ଼ି ଦୃଷ୍ଟିଗୋଚରତାକୁ ଗୁରୁତର ଭାବରେ ହ୍ରାସ କରୁଥିବା ଏବଂ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରୁଥିବାରୁ, ଗୌତମ ବୌଦ୍ଧ ନଗର ଜିଲ୍ଲା ପ୍ରଶାସନ ‘କୁହୁଡ଼ିରେ ନିରାପଦ ଯାତ୍ରା’ ପରାମର୍ଶ ଜାରି କରିଛି, ଯେଉଁଥିରେ...
ଭାରତଘରୋଇ ସହାୟିକାଙ୍କ ଅଜବ କାଣ୍ଡ; ପାଣିରେ ନିଜ ପରିସ୍ରା ମିଶାଇ ଘର ପୋଛିବା ଅଭିଯୋଗରେ ଗିରଫmahabharatanewsMay 25, 2023 by mahabharatanewsMay 25, 20230163 ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଘଟିଛି ଗ୍ରେଟର ନୋଏଡାରେ । ଏଠାରେ ପୁଲିସ ଜଣେ ଘରୋଇ ସହାୟିକାଙ୍କୁ ଗିରଫ କରିଛି ଯିଏକି,...
ଭାରତନୋଏଡା ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନା ସଂକ୍ରମିତmahabharatanewsApril 12, 2022 by mahabharatanewsApril 12, 20220378 ନୋଏଡା : କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୨ ବର୍ଷ ପରେ ସ୍କୁଲ ଖୋଲିଛି । ପିଲାମାନେ ବି ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହେଲେ ଏହାରି ଭିତରେ ପୁଣିଥରେ...