ଦେଶ ବିଦେଶବୁଡ଼ିଛି ପାନାମା ପତାକାଧାରୀ କାର୍ଗୋ ଜାହାଜmahabharatanewsAugust 23, 2026 by mahabharatanewsAugust 23, 202604 ପାରାଦୀପ ଉପକୂଳଠାରୁ ପ୍ରାୟ ୩୭୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଏକ ପାନାମା ପତାକାଧାରୀ କାର୍ଗୋ ଜାହାଜ ବୁଡ଼ିଯାଇଥିବା ନେଇ ସୂଚନା ମିଳିଛି। ପାନାମା ପତାକା ବହନ କରୁଥିବା ଏକ ବଲ୍କ କ୍ୟାରିଅର ଜାହାଜ...