ଭାରତବରିଷ୍ଠ ନେତା ଆଜମ ଖାଁଙ୍କୁ ୧୦ ବର୍ଷ ଜେଲ ସହ ୧୪ ଲକ୍ଷ ଟଙ୍କା ଜରିମାନାmahabharatanewsMay 30, 2024 by mahabharatanewsMay 30, 20240133 (ଦିଲ୍ଲୀ) : ଜୁନ୍ ପହିଲାରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ...
ଓଡିଶାସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପିmahabharatanewsMay 30, 2024 by mahabharatanewsMay 30, 2024081 (ଭୁବନେଶ୍ୱର) : ବିଜେଡି ବିରୁଦ୍ଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି। ଚଳିତ ଥର ନିର୍ବାଚନ ପାରି ହେବା ପାଇଁ ବିଜୁ ଜନତା ଦଳ ସରକାରୀ କଳ ବଳ ଲଗାଇବା ସହିତ ସରକାରୀ କର୍ମଚାରୀ...
ଓଡିଶାଚତୁର୍ଥ ପର୍ଯ୍ୟାୟ ନିର୍ବାଚନ; ମୃତୟନ ହେବେ ୧୨୫ ସିଏପିଏଫ୍ କମ୍ପାନୀmahabharatanewsMay 30, 2024May 30, 2024 by mahabharatanewsMay 30, 2024May 30, 20240117 (ଭୁବନେଶ୍ୱର) : ରାଜ୍ୟରେ ଜୁନ୍ ୧ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ସଂସଦୀୟ କ୍ଷେତ୍ର ସହ ଏହା ଅଧିନସ୍ଥ ୪୨ ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ...
ଓଡିଶାବାଣ ବିସ୍ଫୋରଣ ଘଟଣା; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁmahabharatanewsMay 30, 2024 by mahabharatanewsMay 30, 20240118 (ପୁରୀ): ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ଏହି ଘଟଣାରୋ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ଏକ୍ସ ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି,...
ଓଡିଶାକେରଳ ଛୁଇଁଲା ମୌସୁମୀmahabharatanewsMay 30, 2024 by mahabharatanewsMay 30, 20240106 (ଭୁବନେଶ୍ୱର) : ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଅର୍ଥାତ ୩୦ ତାରିଖ ଦିନ କେରଳ ଛୁଇଁଛି । ବର୍ତ୍ତମାନ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗରେ ମୌସୁମୀ ଅଗ୍ରଗତି ଆରମ୍ଭ କରିଛି। ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ୍ ଯୋଗୁଁ...
ଓଡିଶାବାଣ ବିସ୍ଫୋରଣ ଘଟଣା; ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣାmahabharatanewsMay 30, 2024 by mahabharatanewsMay 30, 20240135 (ପୁରୀ) : ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା...
ଓଡିଶାବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ଶ୍ରୀ ନବୀନ ପଟ୍ଟନାୟକmahabharatanewsMay 30, 2024 by mahabharatanewsMay 30, 20240121 (ଭୁବନେଶ୍ୱର) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର Sum Ultimate Hospital କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା...
ଓଡିଶାଆଜି ଭଦ୍ରକରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋmahabharatanewsMay 30, 2024 by mahabharatanewsMay 30, 20240104 (ଭୁବନେଶ୍ୱର) : ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି। ଏନେଇ ରାଜ୍ୟରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ନେତାମାନେ...
ଓଡିଶାବାଣ ଦୁର୍ଘଟଣା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତmahabharatanewsMay 30, 2024 by mahabharatanewsMay 30, 20240122 (ପୁରୀ) : ପୁରୀ ବାଣ ବିସ୍ଫୋରଣ ଘଟଣାରେ କଟକ ଏସସିବି ମେଡିକାଲରେ ଦଶମ ଶ୍ରେଣୀରେ ଛାତ୍ର ଋଷିକେଶ କର୍ମକାରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମ୍ରୁତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି...
ଓଡିଶାଏସସିବିରେ ବିଧାୟକ ପ୍ରଶାନ୍ତ ଜଗଦେବmahabharatanewsMay 30, 2024 by mahabharatanewsMay 30, 2024085 (କଟକ) : ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନା ନିୟୁ ମେଡିସିନ୍ ଆଇସିୟୁରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ...