ଓଡିଶାରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsSeptember 20, 2022September 20, 2022 by mahabharatanewsSeptember 20, 2022September 20, 20220178 ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆଜି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ସୂଚନା ଅନୁସାରେ ଲଘୁଚାପ...
ଓଡିଶାରାଜ୍ୟରେ ଜାରି ରହିବ ବର୍ଷାmahabharatanewsSeptember 13, 2022 by mahabharatanewsSeptember 13, 20220156 ଭୁବନେଶ୍ବର : ରାଜ୍ୟର ଏବେ ପ୍ରାୟ ଜିଲ୍ଲାରେ ବର୍ଷା ଜାରି ରହିଛି । ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଲଘୁଚାପର କୌଣସି...
ଓଡିଶା୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsAugust 23, 2022 by mahabharatanewsAugust 23, 20220169 ଭୁବନେଶ୍ୱର: ରାଜ୍ୟରେ ଏବେ ପାଗ ଶୁଖିଲା ଥିବା ବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ସୂଚନା ରହିଛି । ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହେବା ନେଇ...
ଓଡିଶାରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷିବ !mahabharatanewsAugust 18, 2022 by mahabharatanewsAugust 18, 20220175 ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...
ଭାରତମୁମ୍ବାଇରେ ଲଗାଣ ବର୍ଷା , ପହଂଚିଲେ ଏନଡିଆରଏଫର ୫ଟି ଟିମmahabharatanewsJuly 5, 2022 by mahabharatanewsJuly 5, 20220206 ମୁମ୍ବାଇ: ଭୀଷଣ ବର୍ଷା ଯୋଗୁଁ ମୁମ୍ବାଇ ବାସିନ୍ଦା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଲଗାଣ ବର୍ଷା କାରଣରୁ ଜଳମଗ୍ନ ହୋଇଛି ମୁମ୍ବାଇ। ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା କମୁ ନଥିବାରୁ ସ୍ଥାନୀୟ ପ୍ରଶାସନ ଏନଡିଆରଏଫର...
ଓଡିଶାଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁmahabharatanewsJune 16, 2022June 16, 2022 by mahabharatanewsJune 16, 2022June 16, 20220241 ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବାୟୁ ଅନୂଭୂତ ହୋଇଛି । ଫଳରେ ଉତ୍ତର ତଥା ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ଭଳି ଜିଲ୍ଲାରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା...
ଓଡିଶା୧୬ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନାmahabharatanewsJune 13, 2022 by mahabharatanewsJune 13, 20220149 (ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଉଛି ଭାରତରେ ଗ୍ରୀଷ୍ମ ପ୍ରବାହ । ଦେଶର ପିଶ୍ଚମ-ଉତ୍ତର ଓ ମଧ୍ୟ ଭାଗରେ ‘ଲୁ’ ପ୍ରଭାବରେ ଲୋକେ ଘରୁ ବାହାରୁ ନାହାନ୍ତି। ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶ,...
ଓଡିଶାରାଜ୍ୟରେ ସକ୍ରିୟ ହେବ ପ୍ରାକ୍ ମୌସୁମୀ, ମେଘୁଆ ପାଗ ସହ ବର୍ଷା ସମ୍ଭାବନାmahabharatanewsJune 12, 2022 by mahabharatanewsJune 12, 20220265 ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ ହେବ । ଉତ୍ତର-ପଶ୍ଚିମ ଦିଗରୁ ଓଡି଼ଶାକୁ ଆସୁଥିବା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହେବା ସହ ପୂବେଇ ପବନ ବହିବା ଆରମ୍ଭ ହୋଇଛି...
ଭାରତ୫ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣଂ ଜାରିmahabharatanewsJune 8, 2022June 8, 2022 by mahabharatanewsJune 8, 2022June 8, 20220146 (ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ । ମୌସୁମୀ ଆସିବା ପର୍ଯ୍ୟନ୍ତ ତାତି କମ୍ ରହିବ। ହେଲେ ଅସମ୍ଭାଳ ଗୁଳୁଗୁଳି ଲାଗି ରହିବ। । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...
ଭାରତପ୍ରବଳ ବର୍ଷା : ୪୧ ଚାରିଧାମଯାତ୍ରୀ ମୃତmahabharatanewsMay 17, 2022May 17, 2022 by mahabharatanewsMay 17, 2022May 17, 20220336 (ଉତ୍ତରାଖଣ୍ଡ) : ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏଯାବତ୍ ଚାରିଧାମ ଯାତ୍ରାରେ ବାହାରିଥିବା ୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସବୁଠୁ ଅଧିକ...