ଚଣ୍ଡୀହର ଦେବି ମା ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକ ଉତ୍ସବ ପାଳନ କଲେ ୧୯୯୯ ମାଟ୍ରିକ ବ୍ୟାଚ ଛାତ୍ର,ଛାତ୍ରୀ.
ପ୍ରସିଦ୍ଧ ମା ମାଣିନାଗଙ୍କ ପୀଠକୁ ଗଲାବେଳେ ପ୍ରଥମେ ମା ବାଟମଙ୍ଗଳାଙ୍କ ମନ୍ଦିରକୁ ଦର୍ଶନ ଆଉ ଅତିକ୍ରମ କରି ଯିବାକୁ ପଡିଥାଏ l ବହୁ ପୁରାତନ ରାଜରାଜୁଡା ଅମଳରୁ ଏବେହେଳିତ ହୋଇ ଭଗ୍ନ ଅବସ୍ଥା ରେ...
