ଭାରତଋଷ- ୟୁକ୍ରେନ୍ ଯୁଦ୍ଧ : ୧,୧୧୫ ସାଧାରଣ ନାଗରିକ ଆହତmahabharatanewsFebruary 26, 2022 by mahabharatanewsFebruary 26, 20220264 (ଦିଲ୍ଲୀ) : ଋଷ ନିଜ ସାମର୍ଥ୍ୟ ଦେଖାଇବାକୁ ଯାଇ ୟୁକ୍ରେନ୍ ଉପରେ ଅମାନୁଷିକ ଭାବେ ଭୟଙ୍କର ଆକ୍ରମଣ କରି ଚାଲିଛି। କେହି ଆଗକୁ ଆସୁ ନାହାଁନ୍ତି। ଋଷର ନୃଶଂସ ଆକ୍ରମଣରେ ୟୁକ୍ରେନ୍ ୧୯୮ ସାଧାରଣ...
ଭାରତଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ରmahabharatanewsFebruary 25, 2022February 25, 2022 by mahabharatanewsFebruary 25, 2022February 25, 20220167 ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଦୁଇଦିନ ହେଲା ଚାଲିଛି ଘମାଘୋଟ ଲଢେଇ । ଏହାରି ମଧ୍ୟରେ ୟୁକ୍ରେନରେ ବହୁ ଓଡ଼ିଆ ଫସି ରହିଛନ୍ତି । ଫସିଥିବା ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା...
ଭାରତୟୁକ୍ରେନ-ଋଷ ଲଢେଇ: ବ୍ରିଜ ଉଡାଇଲା ୟୁକ୍ରେନmahabharatanewsFebruary 25, 2022 by mahabharatanewsFebruary 25, 20220295 ୟୁକ୍ରେନ: ୟୁକ୍ରେନ ଓ ଋଷ ମଧ୍ୟରେ ଦୁଇଦିନ ହେଲା ଚାଲିଛି ଘମାଘୋଟ ଲଢେଇ । ଏହି ଯୁଦ୍ଧରେ କେତେ ଲୋକ ନିହତ ହେବେ ତାହା ଆକଳନ କରିବା ଅସମ୍ଭବ । ଗତକାଲି ପୁଟିନ ୟୁକ୍ରେନ...
ଭାରତୟୁକ୍ରେନରେ ଫସିଛନ୍ତି ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀmahabharatanewsFebruary 24, 2022 by mahabharatanewsFebruary 24, 20220271 ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେପଟେ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଢେଙ୍କାନାଳର ଦୁଇଜଣ ଛାତ୍ରଛାତ୍ରୀ ସମେତ ପ୍ରାୟ ୪୦ରୁ ଅଧିକ ଓଡ଼ିଆ ପିଲା ଫସିରହିଥିବା ଜଣାପଡିଛି ।...
ଭାରତପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଲା ୟୁକ୍ରେନ୍mahabharatanewsFebruary 24, 2022 by mahabharatanewsFebruary 24, 20220167 ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିରୋଧ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ହଟିଲାନି ଋଷ। ଏବେ ରୁଷୀୟ...
ବିଶ୍ୱୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣmahabharatanewsFebruary 24, 2022 by mahabharatanewsFebruary 24, 20220326 ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ୍ ମାମଲା ଭୟଙ୍କର ସ୍ଥିତିରେ ପହଂଚିଛି । ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା...