ଅପରାଧଓଡିଶାସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାରmahabharatanewsAugust 19, 2025 by mahabharatanewsAugust 19, 20250101 ସମ୍ବଲପୁର:- ପୁଣି ସମ୍ବଲପୁରରେ ଲଜ୍ୟା । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ର ଜଣେ ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ...
ଅପରାଧଓଡିଶାସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର କଲା ପୋଲିସmahabharatanewsAugust 19, 2025August 19, 2025 by mahabharatanewsAugust 19, 2025August 19, 2025071 ସମ୍ବଲପୁର:- ସମ୍ବଲପୁରରେ ପୋଲିସ ଏନକାଉଣ୍ଟର । ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ । ସାମଦ ଓ ତାର ଭାଇ ଏମଡି ଓ୍ବାସିମ ଜଣଙ୍କୁ ଛୁରାମାଡ କରି ହତ୍ୟା...
ଓଡିଶାସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୧୪୪ ଧାରା ଜାରି mahabharatanewsMay 24, 2024 by mahabharatanewsMay 24, 20240111 (ସମ୍ବଲପୁର) : ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । ଏଥି ପାଇଁ ସବୁଠାରେ ବଡ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ରାଜ୍ୟ ପୋଲିସ । ଆସନ୍ତାକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ...
ଓଡିଶାଭିସୁଟ୍କୁ ମଡର୍ଣ୍ଣ ଡ୍ରେସ୍ ମନାmahabharatanewsMarch 21, 2024 by mahabharatanewsMarch 21, 20240150 (ସମ୍ବଲପୁର) : ଭିସୁଟ୍ ରେ ମଡର୍ଣ୍ଣ ଛୋଟ ଡ୍ରେସ୍ କୁ ମନା । ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି । ନୋଟିସ ଜରିଆରେ...
ଓଡିଶାସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ mahabharatanewsFebruary 3, 2024 by mahabharatanewsFebruary 3, 20240171 (ସମ୍ବଲପୁର) : ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶାଳ ଗ୍ୟାରେଣ୍ଟି ଜନସମାବେଶରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବେ ୨୪ ପାଇଁ ପରିବର୍ତ୍ତନର ଆହ୍ୱାନ । ଆମ ସଂକଳ୍ପ ବିକଶିତ ଭାରତ-ବିକଶିତ ଓଡ଼ିଶା ନାରାରେ...
ଓଡିଶାଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ mahabharatanewsJanuary 27, 2024 by mahabharatanewsJanuary 27, 2024092 (ସମ୍ବଲପୁର) : ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଲୋକାର୍ପଣ କରିଛନ୍ତି । ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପ ଯଜ୍ଞସ୍ଥଳରେ ପହଞ୍ଚିଥିଲେ ।...
ଓଡିଶାଆଜି ହେବ ସମଲେଇ ପ୍ରକଳ୍ପ ଲୋକାର୍ପଣmahabharatanewsJanuary 27, 2024 by mahabharatanewsJanuary 27, 20240142 (ସମ୍ବଲପୁର) : ରୂପାନ୍ତରଣର ରଙ୍ଗରେ ସଜେଇ ହୋଇଛି ସମଲେଇ ମନ୍ଦିର । ମା’ ସମଲେଶ୍ୱରୀଙ୍କ ପୀଠର ରୂପାନ୍ତରୀକରଣ ହେବା ସହ ଆଜି ଏହାର ଲୋକାର୍ପଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର...
ଓଡିଶାଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ mahabharatanewsDecember 14, 2023 by mahabharatanewsDecember 14, 2023098 (ସମ୍ବଲପୁର) : ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିଶୁଭବନ ସହ ଯୋଗାଯୋଗରେ ଥିବା କହିଲେ ଅଧୀକ୍ଷକ। ତେବେ ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଛି ।...
ଓଡିଶାଉଦ୍ଧାର ହେଲା ନବଜାତ ଶିଶୁmahabharatanewsDecember 13, 2023 by mahabharatanewsDecember 13, 20230108 (ସମ୍ବଲପୁର) : ଉଦ୍ଧାର ହେଲା ବୋରୱେଲ ଭିତରୁ ଶିଶୁକନ୍ୟା । ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଦୀର୍ଘ ୬ ଘଣ୍ଟାପରେ ତାକୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ରହିଛି ।...
ଓଡିଶାଅଭାବନୀୟ ଘଟଣା : ନଳକୂପ ଭିତରେ ନବଜାତ ଶିଶୁ mahabharatanewsDecember 12, 2023 by mahabharatanewsDecember 12, 20230154 (ସମ୍ବଲପୁର) : ନଳକୂପ ଭିତରୁ ନବଜାତ ଶିଶୁର କ୍ରନ୍ଦନ ଶୁଭୁଛି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ଆଜି ଅପରାହ୍ଣରେ । ସୂଚନା ଅନୁସାରେ, ଲାରିପାଲିସ୍ଥିତ...