Uncategorizedହାର୍ଲି ଡାଭିଡସନ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ: ୨୫ ଅଗ୍ନିଶମ ବାହିନୀ ନିୟୋଜିତmahabharatanewsJanuary 2, 2021 by mahabharatanewsJanuary 2, 20210242 ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୋତିନଗର ଅଞ୍ଚଳ ସ୍ଥିତ ହାର୍ଲି ଡାଭିଡସନ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତର ରାତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା...
Uncategorizedଭାରତ ପାଇଲା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାନmahabharatanewsJanuary 1, 2021 by mahabharatanewsJanuary 1, 20210280 ନୁଆଦିଲ୍ଲୀ: ନୂଆ ବର୍ଷ ଭାରତ ପାଇଁ ଆଣି ଦେଇଛି ସମ୍ଭାବନା । ବର୍ଷର ପ୍ରଥମ ଦିନରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ଏହି...
Uncategorizedଡିସେମ୍ବର ପ୍ରାରମ୍ଭରେ ଇଣ୍ଡିଗୋ ଏୟାର ଲାଇନ୍ସ ସର୍ଭର ହ୍ୟାକ ନେଇ କମ୍ପାନୀ ପକ୍ଷରୁ ସୂଚନାmahabharatanewsJanuary 1, 2021 by mahabharatanewsJanuary 1, 20210236 ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନର ମେଜର ଗୁରୁବାର କହିଛନ୍ତି କି କମ୍ପାନୀ ସର୍ଭରର କିଛିକୁ ଡିସେମ୍ବର ପ୍ରାରମ୍ଭିକ ଅବସ୍ଥାରେ ହ୍ୟାକ କରାଯାଇଥିଲା । ଏୟାର ଲାଇନ୍ସ ଅନୁଯାୟୀ ହ୍ୟାକରଙ୍କ ଦ୍ୱାରା କମ୍ପାନୀର କିଛି ଅନ୍ତର୍ଜାତିକ...
Uncategorizedଚୀନରେ ବ୍ରିଟେନର ନୂଆ ଷ୍ଟ୍ରେନmahabharatanewsJanuary 1, 2021 by mahabharatanewsJanuary 1, 20210257 ହଂକଂ: ଚାଇନାରେ ପ୍ରବେଶ କରିଛି ବ୍ରିଟେନ ଷ୍ଟ୍ରେନ । ଜଣେ ୨୩ ବର୍ଷୀୟା ମହିଳାଙ୍କଠାରେ ଏହି ଷ୍ଟ୍ରେନ ଚିହ୍ନଟ ହୋଇଛି । ସେହି ମହିଳା ବ୍ରିଟେନରୁ ଫେରିଥିଲେ । ପରେ ସେ ଡିସେମ୍ବର ୧୪...
ଓଡିଶାଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ ମୁରଲୀଧର ନିଯୁକ୍ତmahabharatanewsJanuary 1, 2021January 1, 2021 by mahabharatanewsJanuary 1, 2021January 1, 20210279 କଟକ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏସ୍. ମୁରଲୀଧର ନିଯୁକ୍ତି ପାଇଲେ । ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ୍ ଏସ୍. ମୁରଲୀଧର । ଜଷ୍ଟିସ୍ ମୁରଲୀଧର ମାଡ୍ରାସ ବିଶ୍ବବିଦ୍ୟାଳୟରୁ...
Uncategorizedପ୍ୟାଡ ମହିଳା ଏବେ ପାଲଟିଛନ୍ତି ଅନ୍ନଦାତ୍ରୀmahabharatanewsDecember 31, 2020 by mahabharatanewsDecember 31, 20200260 ସୁରଟ: ସୁରଟର ପ୍ୟାଡ ମହିଳା ଭାବେ ପରିଚିତ ମୀନା ମେହତା ଏବେ ପାଲଟିଛନ୍ତି ଅନ୍ନଦାତ୍ରୀ । ଏବେ ସେ ଓ ତାଙ୍କ ସ୍ୱାମୀ ଅତୁଲ ମେହତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।...
Uncategorizedପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା mahabharatanewsDecember 31, 2020 by mahabharatanewsDecember 31, 20200246 ଇସଲାମବାଦ: ପାକିସ୍ତାନରେ ହିନ୍ଦୁ ମନ୍ଦିରକୁ ଏକ ଗୋଷ୍ଠୀ ଭାଙ୍ଗି ଦେଇଛି । ଖେବର ପଖତୁନଖ୍ୱା ପ୍ରାନ୍ତର କୋହାଟର କରକ ଜିଲ୍ଲାରେ ବୁଧବାର ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି । ଜିଲ୍ଲା ପୁଲିସ ଅଧିକାରୀ...
Uncategorized୨ ତାରିଖରୁ ପୂରା ଦେଶରେ ଗୋଟିଏ କରୋନା ଟୀକାକରଣର ଡ୍ରାଇ ରନmahabharatanewsDecember 31, 2020 by mahabharatanewsDecember 31, 20200265 ନୂଆଦିଲ୍ଲୀ: ନୂଆ ବର୍ଷ ସହ ଦେଶରେ କରୋନା ଟୀକାକରଣକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ୨ ଜାନୁଆରୀରୁ ଦେଶର ପ୍ରତ୍ୟେକ ରାଜ୍ୟରେ କରୋନା ଟୀକାର ଡ୍ରାଇ ରନ ହେବ ବୋଲି ଗୁରୁବାର...
Uncategorizedଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଶାନଶାନmahabharatanewsDecember 31, 2020 by mahabharatanewsDecember 31, 20200359 ନୂଆଦିଲ୍ଲୀ: ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ୨୦୨୦ରେ ୪୭ ହଜାର କୋଟିରୁ ଅଧିକ ଅର୍ଥ କାରବାର କରିଛି। କିନ୍ତୁ ଏସିଆର ସବୁଠାରୁ ଧନୀ ତାଲିକାରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି...
ଓଡିଶାମହିଳାଙ୍କ କାନ୍ଧରେ ପ୍ରସୂତିଙ୍କ ଜୀବନmahabharatanewsDecember 31, 2020 by mahabharatanewsDecember 31, 20200339 ଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବିଜାଘାଟି ପଞ୍ଚାୟତ ତଳଗଡ଼ତି ଗାଁରେ ୪ କିଲୋମିଟର ରାସ୍ତା ପ୍ରସୂତୀଙ୍କୁ କାନ୍ଧରେ ବୋହି ଚାଲିଲେ ମହିଳା । ସରକାରଙ୍କ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଅଧବାଟରେ ଆମ୍ବୁଲାନ୍ସ...