ଓଡିଶାଆଇଏଏସଙ୍କୁ ରାଜ୍ୟ ସରକାରଙ୍କ ନୁଆ ବର୍ଷ ଭେଟି: ବହୁ ଅଧିକାରୀଙ୍କୁ ପଦୋନ୍ନତିmahabharatanewsDecember 31, 2020 by mahabharatanewsDecember 31, 20200306 ଭୁବନେଶ୍ୱର: ରାଜ୍ୟ ସରକାର ବହୁ ଆଇଏଏସଙ୍କୁ ପଦୋନ୍ନତି ଦେଇ ନୂଆ ବର୍ଷର ଭେଟି ଦେଇଛନ୍ତି । ଆଇଏଏସସ୍ତରରେ ବୁଧବାର ଦିନ ପଦୋନ୍ନତି ଦେଇଛନ୍ତି । ଆପେକ୍ସ ସ୍କେଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍...
ଓଡିଶାବଲେରୋ ଦୁର୍ଘର୍ଟଣାଗ୍ରସ୍ତ: ୪ ମୃତ, ୪ ଆହତmahabharatanewsDecember 31, 2020 by mahabharatanewsDecember 31, 20200266 କେନ୍ଦୁଝର: ଏକ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗତ...
ଓଡିଶାକାନକୁହାଳିଙ୍କ ପ୍ରରୋଚନାକୁ ସାବଧାନmahabharatanewsDecember 30, 2020December 30, 2020 by mahabharatanewsDecember 30, 2020December 30, 20200394 ଭୁବନେଶ୍ୱର/ସୁର୍ଜିତ ଧଳ: ସମ୍ପ୍ରତି ରାଜଧାନୀର ସାମ୍ବାଦିକ ଖଟିରେ ସରକାରଙ୍କ ମେଡିଆ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ନେଇ ଚର୍ଚ୍ଚା । ଏହି ଯୁବ ନେତାଙ୍କ ଦୈନନ୍ଦିନ ଜୀବନର ଟିକନିକ ଖବରକୁ ନେଇ ଚର୍ଚ୍ଚା । ସେ...
ଅପରାଧଜିଏସଟି ଠକେଇ: ୪ ଗିରଫmahabharatanewsDecember 30, 2020 by mahabharatanewsDecember 30, 20200280 ଭୁବନେଶ୍ୱର/ସରୋଜ ରାଉତ: ଜିଏସଟି ଫାଙ୍କିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ବେଳେ ୪ ଜଣ ଗିରଫ । ଏହି ଜିଏସଟି ଠକେଇରେ ସମ୍ପୃକ୍ତ ୪ ଜଣଙ୍କୁ ସିବିଆଇ ଗତକାଳି ଗିରଫ କରିଛି ।...
Uncategorizedଏଲଏସିରେ ଆଲୋଚନାରେ ସମାଧାନ ବାହାରିନାହିଁ: ରାଜନାଥmahabharatanewsDecember 30, 2020 by mahabharatanewsDecember 30, 20200254 ନୂଆଦିଲ୍ଲୀ: ଭାରତ ଏବଂ ଚୀନ ବିବାଦ ଥମିବାର ନାମ ନେଉ ନାହିଁ । ଏକାଧିକ ଆଲୋଚାନା ସତ୍ତେ୍ୱ ବାହାରୁ ନାହିଁ ସମାଧାନର ବାଟ । ଏଲଏସିରେ ଉତ୍ତେଜନା ଜାରି ରହିଛି । ଏସମ୍ପର୍କରେ ବୁଧବାର...
ଓଡିଶାସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗmahabharatanewsDecember 30, 2020 by mahabharatanewsDecember 30, 20200267 ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗ । ମହାପାତ୍ରଙ୍କ ବିୟୋଗ ଓଡିଶା ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ...
ଓଡିଶାବିଜେଡିରେ ସାଲିସକାରୀଙ୍କୁ ଦିଆଯାଉଛି ପ୍ରାଧାନ୍ୟmahabharatanewsDecember 29, 2020 by mahabharatanewsDecember 29, 20200259 ଭୁବନେଶ୍ୱର/ସୁର୍ଜିତ ଧଳ: ରାଜ୍ୟ ପାୱାର କରିଡରରେ ଏବେ ଦୁଇ ବିଜେଡି ନେତା ଅଚ୍ୟୁତ ସାମନ୍ତ ଓ ମାନସ ମଙ୍ଗରାଜଙ୍କ ଦବଦବାକୁ ନେଇ ଚର୍ଚ୍ଚା । ଦୁଇ ନେତା ନିଜକୁ ରାଜ୍ୟର ଦ୍ୱିତୀୟ କ୍ଷମତା କେନ୍ଦ୍ର...
ଓଡିଶାପୁଣି ଆକ୍ଟିଭ ହେବ ରାଜଧାନୀରେ ଡ୍ରୋନ କ୍ୟାମେରାmahabharatanewsDecember 29, 2020 by mahabharatanewsDecember 29, 20200280 ଭୁବନେଶ୍ୱର: ପୁଣି ଆକ୍ଟିଭ ହେବ ରାଜଧାନୀରେ ଡ୍ରୋନ କ୍ୟାମେରା । ରାଜଧାନୀରେ ବୃଦ୍ଧିପାଉଥିବା ଛିନତାଇ, ଲୁଟ, ନିଶା କାରବାର କମିଶନରେଟ ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହା ବ୍ୟତୀତ ରାଜଧାନୀର ଟ୍ରାଫିକ...
ଓଡିଶା୧୩ ଓଏଏସଙ୍କ ବଦଳିmahabharatanewsDecember 29, 2020 by mahabharatanewsDecember 29, 20200249 ଭୁବନେଶ୍ୱର: ରାଜ୍ୟ ସରକାରଓଏଏସ୍ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏଥବରେ ୧୩ଜଣଙ୍କୁ ବଦଳି କରାଯାଇଛି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି...
ଓଡିଶାଜର୍ଟି ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତmahabharatanewsDecember 29, 2020 by mahabharatanewsDecember 29, 20200530 କୋରାପୁଟ: ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟ ଜର୍ଟି ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି । ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡୁଲରୁ ବିଶାଖାପାଟଣା ଯିବା ବେଳେ...