ଅପରାଧଜବତ ହେଲା ୭୫ ଲିଟର ଚୋରା ମଦmahabharatanewsJuly 24, 2021 by mahabharatanewsJuly 24, 20210160 କେନ୍ଦ୍ରାପଡା(ମହାଭାରତ): ପୁଣି ଜବତ ହେଲା ବିପୁଳ ପରିମାଣର ମଦ । କେନ୍ଦ୍ରପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର-ନିକିରାଇ ରାସ୍ତାରୁ ଜବତ ହୋଇଛି ଚୋରା ମଦ । ଏହି ମଦ ଜବତ କରିବା ସମ୍ପୃକ୍ତ...
ଓଡିଶାସମ୍ପନ୍ନ ହେଲା ରଥଯାତ୍ରାmahabharatanewsJuly 24, 2021July 24, 2021 by mahabharatanewsJuly 24, 2021July 24, 20210157 ଦେବଗଡ(ମହାଭାରତ): କୋରୋନା କଟକଣା ପାଇଁ ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ମିଳିନଥିଲା । ତେଣୁ କୋଭିଡ କଟକଣା ମାନି କେବଳ ପୁରୀରେ ହିଁ...
ଓଡିଶାବାରହା ଫାଶରେ ହାତୀ ମୃତmahabharatanewsJuly 24, 2021 by mahabharatanewsJuly 24, 20210176 ଢେଙ୍କାନାଳ(ମହାଭାରତ): ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି । ତିନି ଦିନ ତଳେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣା ସାମନାକୁ ଆସିଥିଲା...
ଓଡିଶାମାଲକାନାଗିରିରେ ବନ୍ୟା ଆଶଙ୍କାmahabharatanewsJuly 24, 2021 by mahabharatanewsJuly 24, 20210165 ମାଲକାନାଗିରି(ମହାଭାରତ): ବିପଦ ସଙ୍କୁଳ ଅବସ୍ଥାରେ ଗୋଦାବରୀ ନଦୀ । ବଢୁଛି ତେଲେଙ୍ଗାନାର ଭଦ୍ରାଚଳମରେ ଗୋଦାବରୀ ନଦୀର ଜଳସ୍ତର । ତେଣୁ ଏଠାରେ ବନ୍ୟା ଆଶଙ୍କା ମଧ୍ୟ ଦେଖାଦେଇଛି । ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମଠାରେ ଗୋଦାବରୀ...
Uncategorizedବୁଡିଗଲା ପ୍ରବାସୀ ଜାହାଜmahabharatanewsJuly 23, 2021 by mahabharatanewsJuly 23, 20210155 ନୂଆଦିଲ୍ଲୀ(ମହାଭାରତ): ସାରାଦେଶକୁ କୋରୋନା କବଳିତ କରିଥିବା ବେଳେ ତୁର୍କୀରୁ ଆସିଛି ଆଉ ଏକ ଦୁଃଖଦାୟକ ଘଟଣା । ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ସମୁଦ୍ର ଭିତରେ ବୁଡି ଯାଇଥିବା ସୂଚନା ମିଳିଛି ।...
ଅପରାଧପ୍ରିନ୍ସପାଲଙ୍କ ପିଲାଚୋରୀmahabharatanewsJuly 23, 2021 by mahabharatanewsJuly 23, 20210162 କୋଲକାତା(ମହାଭାରତ): ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କ ସମେତ ୯ ଜଣ ଶିକ୍ଷକଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ପିଲା ଚୋରି କରି...
Uncategorized୨ ଆତଙ୍କୀଙ୍କୁ ଢେର କଲା ସୋପର ପୋଲିସmahabharatanewsJuly 23, 2021 by mahabharatanewsJuly 23, 20210156 ସୋପର(ମହାଭାରତ): ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ । ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କୁ ନିହତ କରିଛି ପୋଲିସ । ପାକିସ୍ତାନରେ...
ଖେଳଭାରତର ପ୍ରମୁଖ ଦାବିଦାର ଦୀପିକାmahabharatanewsJuly 23, 2021 by mahabharatanewsJuly 23, 20210158 ଟୋକିଓ(ମହାଭାରତ): ବାଜିଲା ଯୁଦ୍ଧର ବିଗୁଲ । ଟୋକିଓରେ ବିଶ୍ୱ ଅଲିମ୍ପିକ୍ସ କ୍ରୀଡାର ଶୁଭାରମ୍ଭ ମାତ୍ର କିଛି ସମୟ ମଧ୍ୟରେ ହେବାକୁ ଯାଉଛି । ଅଲିମ୍ପିକ୍ସରେ ପ୍ରଥମ ଦିନରେ ହିଁ ଭାରତର ଖେଳାଳୀମାନଙ୍କୁ ନିଜ ଜଲୱା...
ଖେଳକଳାକୃତିରେ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛାmahabharatanewsJuly 23, 2021 by mahabharatanewsJuly 23, 20210213 ପୁରୀ (ମହାଭାରତ): ଟୋକିଓରେ ଆରମ୍ଭ ହୋଇଯାଇଛି ୩୨ତମ ଅଲିମ୍ପିକ୍ସ । ୨୦୨୧ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତାକୁ ନେଇ ଓଡିଶାର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ନିଆରା...
ଖେଳଷ୍ଟାଡିୟମ ଭିତରେ ପଶିଲା ଭାଲୁmahabharatanewsJuly 22, 2021 by mahabharatanewsJuly 22, 20210174 ଟୋକିଓ(ମହାଭାରତ): ଆଉ ମାତ୍ର କିଛିଟା ଘଣ୍ଟାର ଅପେକ୍ଷା । କିଛି ସମୟ ପରେ ବାଜିବ ଟୋକିଓ ଅଲିମ୍ପିକର ବିଗୁଲ । ତେବେ ଅଲିମ୍ପିକର ମାତ୍ର କିଛି ସମୟ ପୂର୍ବରୁ ଏକ ମଜାକିଆ ଖବର ସାମନାକୁ...