ଓଡିଶାରାସ୍ତାକଡ଼ରେ ଅଜଣା ମୃତଦେହ ଠାବmahabharatanewsDecember 3, 2022 by mahabharatanewsDecember 3, 20220159 ସୋନପୁର : ରାସ୍ତାକଡ଼ରେ ଅଜଣା ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଓ ଗୁଳିହାପଦର ରାସ୍ତାରେ । ସୂଚନାନୁସାରେ , ଶନିବାର ସକାଳ ସମୟରେ...
ଓଡିଶାଶିକ୍ଷାଅନୁଷ୍ଠିତ ହେଲା ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିରmahabharatanewsNovember 11, 2022 by mahabharatanewsNovember 11, 20220113 ସୁବର୍ଣ୍ଣପୁର : ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ସୋନପୁର ପରିସରରେ ଜ଼ିଲ୍ଲା ସ୍ତରୀୟ ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ...
ଓଡିଶାସୁବର୍ଣ୍ଣପୁରରେ ପାଳନ ହେଲା ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ରୋଗ ନିୟନ୍ତ୍ରଣ ଦିବସmahabharatanewsOctober 21, 2022 by mahabharatanewsOctober 21, 20220150 ସୁବର୍ଣ୍ଣପୁର /ଓମ୍ ପ୍ରକାଶ ମିଶ୍ର: ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ଵ ଅଟେ |ଯାହା ସ୍ଵାଭାବିକ ଅଭିବୃଦ୍ଧି ଏବଂ ମ|ନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ। ଉପଯୁକ୍ତ...
ଓଡିଶାବିଧାୟକଙ୍କ କରକମଳରେ ଉଦ୍ଘାଟିତ ହେଲା ବିଭିନ୍ନ ପ୍ରକଳ୍ପmahabharatanewsSeptember 22, 2022 by mahabharatanewsSeptember 22, 20220161 ସୋନପୁର/ଓମ୍ ପ୍ରକାଶ ମିଶ୍ର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ଅନେକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏହାକୁ ଉଦ୍ଘାଟନ କରିଛନ୍ତି । ଏହି...
ଅପରାଧଓଡିଶାନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ ନିରକାରଣ ଦିବସ ପାଳନ mahabharatanewsJune 27, 2022 by mahabharatanewsJune 27, 20220162 ସୁବର୍ଣ୍ଣପୁର: ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିମନ୍ତେ ନିରକାରଣ ଦିବସ ପାଳନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ...
ଅପରାଧଓଡିଶାବେଆଇନ ବାଲି ଚାଲାଣ ବେଳେ ଚଢ଼ାଉ : ଗୋଟିଏ ହାଇୱା ଜବତ,ଏକ ଲକ୍ଷ ଟଙ୍କା ଜୋରିମାନାmahabharatanewsJune 20, 2022June 20, 2022 by mahabharatanewsJune 20, 2022June 20, 20220193 ସୁବର୍ଣ୍ଣପୁର : ବେଆଇନ ବାଲି ଚାଲାଣକୁ ବନ୍ଦ କରିବା ନିମନ୍ତେ ରାତ୍ରି କାଳୀନ ଚଢ଼ାଉ ହୋଇଛି । ରାତିରେ ତେଲ ନଦୀରୁ ଗୋଟିଏ ହାଇୱା ବେଆଇନ ବାଲି ଚାଲାଣ କରୁଥିବା ସମୟରେ ବ୍ଲକ ଛକ...
ଓଡିଶାକିଶୋରୀମାନଙ୍କୁ ଦିଅ ଯିବ ସ୍କୁଲରେ ପୁଣି ଥରେ ନାମ ଲେଖାଇବା ସୁଯୋଗmahabharatanewsJune 18, 2022 by mahabharatanewsJune 18, 20220184 ସୁବର୍ଣ୍ଣପୁର: ଅଧାରୁ ପାଠ ଛାଡିଥିବା କିଶୋରୀମାନଙ୍କୁ ସ୍କୁଲରେ ପୁଣି ଥରେ ନାମ ଲେଖାଇବା ନିମନ୍ତେ , ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳ...
ଓଡିଶାକୋମଳମତୀ ଶିଶୁଙ୍କ ମୁହଁରେ ଫୁଟାଇଲେ ହସ; ଜିଲ୍ଲପାଳଙ୍କ ସ୍ୱତନ୍ତ୍ର ଆଗ୍ରହmahabharatanewsJune 17, 2022 by mahabharatanewsJune 17, 20220164 ସୁବର୍ଣ୍ଣପୁର : (ଓମ୍ ପ୍ରକାଶ ମିଶ୍ର) :- ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ...
ଓଡିଶାମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚmahabharatanewsJune 17, 2022 by mahabharatanewsJune 17, 20220126 ସୁବର୍ଣ୍ଣପୁର: ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା । ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ...
Uncategorizedଅପରାଧତରଭା ମଦ ଦୋକନ ଚୋରୀ ଘଟଣା ; ଦୁଇ ଗିରଫmahabharatanewsMay 30, 2022 by mahabharatanewsMay 30, 20220196 ସୋନପୁର: ତରଭା ମଦ ଦୋକନରେ ହୋଇଥିବା ଚୋରୀ ଘଟଣାର ଫର୍ଦ୍ଦଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ...