ଖେଳକ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁmahabharatanewsNovember 21, 2021November 21, 2021 by mahabharatanewsNovember 21, 2021November 21, 20210243 କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି...
ଖେଳକ୍ରିକେଟରୁ ବିଦାୟ ନେଲେ Mr. 360mahabharatanewsNovember 19, 2021November 19, 2021 by mahabharatanewsNovember 19, 2021November 19, 20210293 ନୂଆଦିଲ୍ଲୀ: ପରବର୍ତ୍ତୀ ଆଇପିଏଲର ସଂସ୍କରଣରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ରିକେଟ ଜଗତକୁ ଅଲବିଦା କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି...
ଖେଳବଦଳିବ ଦିନିକିଆ ବିଶ୍ୱକପର ଫର୍ମାଟmahabharatanewsNovember 17, 2021 by mahabharatanewsNovember 17, 20210380 ଦୁବାଇ: ଖୁବ ଶୀଘ୍ର ବଢିବ ଦିନିକିଆ ବିଶ୍ୱକପର ରୋମାଞ୍ଚ । କ୍ରିକେଟ ବିଶ୍ୱକପକୁ ଆହୁରି ରୋମାଞ୍ଚ କରିବା ପାଇଁ କରୁଛି ଯୋଜନା, ନେଇଛି ଏକ ବଡ ନିଷ୍ପତ୍ତି । ଆସନ୍ତା ୨୦୨୭ ବିଶ୍ୱକପରେ ଟ୍ରଫି...
ଖେଳହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତmahabharatanewsNovember 16, 2021 by mahabharatanewsNovember 16, 20210231 ମୁମ୍ବାଇ: ଭାରତୀୟ କ୍ରିକେଟରଙ୍କ ଉପରେ ଭାରୀ ପଡିଛି କଷ୍ଟମ ବିଭାଗ । ଟାର୍ଗେଟରେ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏୟାରପୋର୍ଟରେ ପାଣ୍ଡ୍ୟାଙ୍କୁ ଅଟକାଇ ତନାଘନା କରିଛି କଷ୍ଟମ ଡିପାର୍ଟମେଣ୍ଟ । ତାଙ୍କୁ ନିକଟରୁ...
ଖେଳବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବmahabharatanewsNovember 15, 2021 by mahabharatanewsNovember 15, 20210350 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନର ଟାଇଟଲ ପାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ଜବରଦସ୍ତ ପାରି ସହ ପ୍ଲେୟର...
ଖେଳନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତmahabharatanewsNovember 15, 2021 by mahabharatanewsNovember 15, 20210208 ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ...
ଖେଳଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆmahabharatanewsNovember 14, 2021November 14, 2021 by mahabharatanewsNovember 14, 2021November 14, 20210181 ନୂଆଦିଲ୍ଲୀ: ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ମନୋନୀତ କରାଯାଇଛି । ଏହାପରେ କୋଚ ପଦ ପାଇଁ ଦୌଡରେ ସାମିଲ ଥିବା ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ...
ଖେଳବିଶ୍ୱ ପାଇବ ନୂଆ ବିଜେତାmahabharatanewsNovember 14, 2021November 14, 2021 by mahabharatanewsNovember 14, 2021November 14, 20210212 ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ...
ଅପରାଧଧରା ପଡିଲା IPL ବେଟିଂmahabharatanewsSeptember 23, 2021 by mahabharatanewsSeptember 23, 20210231 ଝାରସୁଗୁଡା: ଠାବ ହେଲା ଆଇପିଏଲ ବେଟିଂ ରାକେଟ । ଆଇପିଏଲ ବେଟିଂରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଜବତ କରିଛି ଲକ୍ଷ ଲକ୍ଷ ଟଙ୍କା । କେବଳ ଦେଶ ନୁହେଁ, ଦେଶ ବାହାରେ...
ଖେଳଘରୋଇ କ୍ରିକେଟରଙ୍କର ବଢିଲା ଦରମାmahabharatanewsSeptember 21, 2021 by mahabharatanewsSeptember 21, 20210218 ନୂଆଦିଲ୍ଲୀ: ଘରୋଇ କ୍ରିକେଟରଙ୍କ ପାଇଁ ବିସିସିଆଇ ଦେଲା ଖୁସି ଖବର । ଖେଳାଳୀମାନଙ୍କର ମ୍ୟାଚ ଫି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଘରୋଇ କ୍ରିକଟେରେ ୪୦ରୁ...