ସିଏସକେ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁ
ଚେନ୍ନାଇ ସୁପରକିଙ୍ଗସ୍ (ସିଏସକେ) ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁ । ଏବେ ତାହା କ୍ରିକେଟ୍ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି । ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ...
