bharatଖେଳଭାରତMI ର ହାତ ଛାଡି ପାରନ୍ତି ହାର୍ଦ୍ଦିକ୍ !mahabharatanewsMay 26, 2026May 26, 2026 by mahabharatanewsMay 26, 2026May 26, 2026052 ଗତ କିଛି ବର୍ଷ ହେବ ଆଇପିଏଲ୍ରେ MI ର ପଦର୍ଶନ ସେତେ ଭଲ ଦେଖିବାକୁ ମିଳୁନି । ଯାହାକୁ ନେଇ ଦଳରେ ହାର୍ଦ୍ଦିକଙ୍କ ଅଧିନୟିକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏହାସହ ନିକଟ...
ଖେଳଆଇପିଏଲ୍ର ଆଜି ୨୨ତମ ଲିଗ ମ୍ୟାଚmahabharatanewsApril 14, 2026 by mahabharatanewsApril 14, 2026084 ଆଇପିଏଲ ୨୦୨୬ ସିଜିନର ୨୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବନାମ କୋଲକାତା ନାଇଟ୍ ରାଇଡର୍ସ ଦିନର ମୁଖ୍ୟ ଆକର୍ଷଣ ହୋଇଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗର ଉତ୍ସାହ ଜାରି ରହିଛି । ଚେନ୍ନାଇର ଚେପକ ନାମରେ ପ୍ରସିଦ୍ଧ...
ଖେଳଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇmahabharatanewsApril 12, 2026 by mahabharatanewsApril 12, 2026072 ଚଳିତ ଆଇପିଏଲ ସିଜନରେ ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ବିଜୟ। ଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇ । ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ବଳରେ CSK ତାର ପ୍ରଥମ ବିଜୟ ହାସଲ କରିଛି...
ଖେଳଦେଶ ବିଦେଶଭାରତଆଇପିଏଲ୍ ମହାସମରରେ ଶୀର୍ଷରେ RCBmahabharatanewsApril 6, 2026April 6, 2026 by mahabharatanewsApril 6, 2026April 6, 2026063 ଗତକାଲିର ଧୁଆଁଦାର ମ୍ୟାଚ୍ ପରେ ଏବେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି RCB ଗତକାଲି ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ...
ଖେଳଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁmahabharatanewsApril 6, 2026 by mahabharatanewsApril 6, 2026078 ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ସେମାନଙ୍କର ସ୍ୱପ୍ନର ଧାରା ଜାରି ରଖିଛି। ଏହି ବିଜୟ ଲକ୍ଷ୍ୟ ଥିଲା...
ଖେଳସିଏସକେ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁmahabharatanewsMarch 14, 2026 by mahabharatanewsMarch 14, 2026056 ଚେନ୍ନାଇ ସୁପରକିଙ୍ଗସ୍ (ସିଏସକେ) ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁ । ଏବେ ତାହା କ୍ରିକେଟ୍ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି । ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ...