ଓଡିଶାଚନ୍ଦନ ମଣ୍ଡପରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନର ଭଜନ ସମାରୋହmahabharatanewsJuly 24, 2026July 24, 2026 by mahabharatanewsJuly 24, 2026July 24, 2026012 ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ସଂଧ୍ୟା ଦର୍ଶନ ଭଜନ ସମାରୋହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ଭାବରେ ପରିଚିତ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ରଥଯାତ୍ରା ଅବସରରେ ଗୁରୁବାର ସନ୍ଧ୍ୟା ଦର୍ଶନ ଭଜନ ସମାରୋହ ହୋଇଯାଇଛି।...
ଓଡିଶାଶିକ୍ଷକଙ୍କୁ ଦୁର୍ବବ୍ୟବହାର କରି ଅଭିଯୁକ୍ତ ଗିରଫmahabharatanewsJuly 14, 2026 by mahabharatanewsJuly 14, 2026016 ମହଙ୍ଗା ପଡିଲା ଶିକ୍ଷକଙ୍କୁ ଅଶ୍ଳିଳ ଗାଳିଗୁଲଜ କରିବା, ଅଭିଯୁକ୍ତ ଗିରଫ, ସତ୍ୟବାଦୀ ଥାନାରେ ହୋଇଥିବା ଏକ ସଙ୍ଗୀନ ଅଭିଯୋଗକୁ ଆଧାର କରି ସତ୍ୟବାଦୀ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ଥାନୀୟ ଏକ ବିଦ୍ୟାଳୟ...
ଓଡିଶାପୋଲିସ ବ୍ୟବସ୍ଥା’ ପୁସ୍ତିକା ମା’ ଦକ୍ଷିଣକାଳୀଙ୍କ ଚରଣରେ ସମର୍ପିତ କଲେ ପୁରୀ ଏସପି ପ୍ରତୀକ ସିଂmahabharatanewsJuly 11, 2026 by mahabharatanewsJuly 11, 2026016 ରଥଯାତ୍ରା ୨୦୨୬ ପାଇଁ ପ୍ରସ୍ତୁତ ପୁରୀ ପୋଲିସର ‘ପୋଲିସ ବ୍ୟବସ୍ଥା’ ପୁସ୍ତିକା ମା’ ଦକ୍ଷିଣ କାଳୀଙ୍କ ଚରଣରେ ସମର୍ପିତ,ପବିତ୍ର ରଥଯାତ୍ରା ୨୦୨୬ ଉପଲକ୍ଷେ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ‘ପୋଲିସ ବ୍ୟବସ୍ଥା’ ପୁସ୍ତିକାକୁ ଆଜି...
ଓଡିଶାସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମେଗା କୃଷି ଋଣ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତmahabharatanewsJune 6, 2026 by mahabharatanewsJune 6, 2026023 ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ମେଗା କୃଷି ଋଣ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ କୃଷି...
ଓଡିଶାବିଶ୍ଵାସ ଆଗରେ ହାର ମାନିଛି ବିଜ୍ଞାନmahabharatanewsApril 15, 2026 by mahabharatanewsApril 15, 2026030 ଅନ୍ଧ ବିଶ୍ଵାସ ନୁହେଁ ଏ ହେଉଛି ବିଶ୍ଵାସ ର କଥା, ବିଶ୍ଵାସ ଆଗରେ ହାର ମାନିଛି ବିଜ୍ଞାନ । ଏହି ବିଶ୍ଵାସ ନେଇ ପିଠିରେ କଣ୍ଟା ଫୋଡି ହୋଇ ପ୍ରାୟ ତିରିଶ ହାତ ଉଚ୍ଚ...
ଓଡିଶାକୋଣାର୍କ ବନଖଣ୍ଡ ପକ୍ଷରୁ ଜଙ୍ଗଲ ସୁରକ୍ଷା ବନ୍ୟଜନ୍ତୁ ସ°ରକ୍ଷଣ ଅଭିଯାନmahabharatanewsMarch 24, 2026 by mahabharatanewsMarch 24, 2026028 କୋଣାର୍କ ବନଖଣ୍ଡ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଓ ଆଖପାଖ ୭ଟି ପଞ୍ଚାୟତରେ ଦୁଇଦିନିଆ ଜଙ୍ଗଲ ସୁରକ୍ଷା ଯଥା ନିଆଁ ନଲାଗିବା ନେଇ ସଚେତନତା ରଥ ବୁଲିବା ସହ ଘୋଡା ନାଚ ମାଧ୍ୟମରେ ବିଦ୍ୟାଳୟରେ...
ଓଡିଶାଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୈଜ୍ଞାନିକ ଶୈଳୀ ପ୍ରଦର୍ଶନmahabharatanewsMarch 18, 2026 by mahabharatanewsMarch 18, 2026034 ଦୁଇଦିନିଆ ପୁରୀ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ନିମାପଡ଼ା ବାରବାଟି ପଡିଆ ଠାରେ ଉଦଘାଟନ କରି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜିଲ୍ଲା ଶିକ୍ଷା...
ଓଡିଶାମାନବ ସେବା ହିଁ ମାଧବ ସେବା ଏହି ସନ୍ଦେଶକୁ ନେଇ ରକ୍ତଦାନ ଶିବିରmahabharatanewsFebruary 19, 2026February 19, 2026 by mahabharatanewsFebruary 19, 2026February 19, 2026039 ଗ୍ରାମାଞ୍ଚଳରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାନବ ସେବାର ମହାତ୍ମ୍ୟ ପ୍ରଚାର ପାଇଁ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ କୁରୁଜଙ୍ଗ ବିକାଶ ମଞ୍ଚ ସହାୟତାରେ କୁରୁଜଙ୍ଗ ଗ୍ରାମ...
ଓଡିଶାକେମ୍ପସଡା ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତmahabharatanewsFebruary 18, 2023 by mahabharatanewsFebruary 18, 20230192 କେନ୍ଦୁଝର ତା ୧୭/୦୨(ମହାଭାରତ)କେନ୍ଦୁଝର ସଦର ବ୍ଲକ କେମ୍ପସଡା ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଦ୍ୟାଳୟ ର କୁନି କୁନି କଳାକାର ମାନେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ...
ଓଡିଶାଶିକ୍ଷା୨୭ ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦଘାଟିତmahabharatanewsJanuary 4, 2023 by mahabharatanewsJanuary 4, 20230192 ପୁରୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ଶରଧାବାଲିରେ ଆୟୋଜିତ ୨୭ତମ ପୁସ୍ତକମେଳା ଆଜି ଠାରୁ ଆରମ୍ଭ ହୋଇଛି ।...