ଓଡିଶାନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ -ସିଇଓmahabharatanewsOctober 27, 2022 by mahabharatanewsOctober 27, 20220176 ଭୁବନେଶ୍ୱର /ହରପ୍ରସାଦ ବିଶୋଇ:ରାଜନୈତିକ ଦଳଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ଅଭିଯୋଗ ହେବାପରେ ସିଇଓ ଆଜି ପ୍ରେସ...
ଓଡିଶାଧୁମଧାମରେ ପାଳିଲେ ରାଧା ଗୋବିନ୍ଦ ପୂଜାmahabharatanewsOctober 26, 2022 by mahabharatanewsOctober 26, 20220165 ବଲାଙ୍ଗୀର/ ଜଗନ୍ନାଥ ଧରୁଆ :ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଠାରେ ଶ୍ରୀ ରାଧା ଗୋବିନ୍ଦ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହି ପରି ଡୁଙ୍ଗୁରିପାଲି ଗିରି ଗୋବର୍ଦ୍ଧନ ପୂଜା ପୀଠରେ...
ଓଡିଶାହିଞ୍ଜିଳିରେ ସନ୍ଦେହ ଜନକ ମୃତ୍ୟୁକୁ ନେଇ ହଇଚଇmahabharatanewsOctober 26, 2022 by mahabharatanewsOctober 26, 20220147 ହିଞ୍ଜିଳି /ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ପୁରଷତ୍ତମପୁରୁ ଥାନା ଭାବବନ୍ଧ ଗାଁ ନିକଟରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପାଖରେ ଏକ ମୋଟରସାଇକେଲ ପଡିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ...
ଓଡିଶାଡିହୋଡଲ ଛକରେ ଟ୍ରଲର ଗାଡିକୁ ଅଟକ ରଖିଲେ ଗ୍ରାମବାସୀmahabharatanewsOctober 26, 2022 by mahabharatanewsOctober 26, 20220131 ପରଜଙ୍ଗ / ସୁଜିତ୍ ଦଳବେହେରା: ପାରାଦୀପ ରୁ ଅନୁଗୁଳ ଜିଲ୍ଲା ତାଳଚେର ଏଫ୍ ସି ଆଇ କୁ ଯାଉଥିବା ଟ୍ରଲର ଗାଡ଼ିକୁ ପରଜଙ୍ଗ ଡିହୋଡ଼ଲ ଛକ ନିକଟରେ ଅଟକ ରଖିଛନ୍ତି ଗ୍ରାମବାସୀ। ଗତ ରାତିରେ...
ଓଡିଶାନିଶ୍ଚିତକୋଇଲିରେ ରକ୍ତଦାନ ଶିବିରmahabharatanewsOctober 26, 2022 by mahabharatanewsOctober 26, 20220151 ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଂଚାୟତ ମା’ ଦକ୍ଷୀଣ କାଳୀ ସେବକ ସଂଘ ହରିରାଜପୁର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ହରିରାଜପୁର ସରକାରୀ ଉଚ୍ଚ...
ଓଡିଶାବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନmahabharatanewsOctober 26, 2022 by mahabharatanewsOctober 26, 20220172 ଉଦଳା/ ଦୀପକ ମିଶ୍ର :ବିଦ୍ୟାଳୟସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାର ଓ ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ମହୋତ୍ସବ ‘ସୁରଭି’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ନେଇ ପ୍ରତ୍ୟେକ...
ଅପରାଧଓଡିଶାଧର୍ମେନ୍ଦ୍ର ଆତ୍ମହତ୍ୟା ଘଟଣା ରେ ବିଜେଡିକୁ ଘେରିଲା ବିଜେପିmahabharatanewsOctober 26, 2022 by mahabharatanewsOctober 26, 20220158 ଭୁବନେଶ୍ୱର :ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ରେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଜୋରଦାର ବର୍ଷିଛି । ସମୀର ଦାସଙ୍କ ଯୌନ କେଳେଙ୍କାରି କିମ୍ବା ଅର୍ଚ୍ଚନା ଘଟଣାରେ ବିଜୁ ଜନତା...
ଓଡିଶାରାଜନୀତିଧାମନଗରରେ କମ୍ପୁଛି ପ୍ରଚାର ମଇଦାନmahabharatanewsOctober 26, 2022 by mahabharatanewsOctober 26, 20220150 ବ୍ୟୁରୋ:ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ସମୟ ଯେତିକି ପାଖୋଉଛି ପ୍ରଚାର ସେତେ ସରଗରମ ହେଉଛି । ସେହିଭଳି ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ ।...
ଓଡିଶାଫୁଲବାଣୀ ଭିଜିଲାନ୍ସ ଜାଲରେ ଥାନା ବାବୁmahabharatanewsOctober 24, 2022 by mahabharatanewsOctober 24, 20220184 କନ୍ଧମାଳ /ମନୋଜ ପଣ୍ଡା:କୋଟଗଡ ଥାନା ଅଧିକାରୀଙ୍କ କାରରୁ ଜବତ ହେଲା ଟଙ୍କା । ପାଖାପାଖି ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ପାଇବା ପରେ ଫୁଲବାଣୀ ଭିଜିଲାନ୍ସ ଟିମ୍...
ଓଡିଶାଉତ୍କଳ ବାଳାଶ୍ରମର ଅନ୍ତବାସୀଙ୍କୁ ପୋଷାକ ଓ ମିଷ୍ଟାନ ଭେଟିmahabharatanewsOctober 24, 2022 by mahabharatanewsOctober 24, 20220160 ଗୋପ/ ଜୟନ୍ତ ସେଠୀ: ପୁରୀ ଜିଲ୍ଲାପାଳ ଉତ୍କଳ ବାଳାଶ୍ରମର ଅନ୍ତବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ସୋମବାର ଦିନ...