Accidentଭାଲୁ ଆକ୍ରମଣ ରେ ବୃଦ୍ଧ ଆହତmahabharatanewsApril 17, 2023 by mahabharatanewsApril 17, 20230133 ନୂଆପଡା :ନୂଆପଡାଜିଲ୍ଲା ବୋଡେ଼ନ ବ୍ଲକ କୁଳିଙ୍ଗାମାଲ ରେ ଭାଲୁ ଆକ୍ରମଣ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଆହତ କ୍ଷ କ୍ଷବୃଦ୍ଧ ଜଣଙ୍କ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ...
ଖେଳଭାରତଡେବ୍ୟୁ କଲେ ଜୁନିୟର ତେନ୍ଦୁଲକରmahabharatanewsApril 17, 2023 by mahabharatanewsApril 17, 20230184 ଚଳିତ ଆଇପିଏଲରେ ସଚିନ ତେନ୍ଦୁଲକରଙ୍କ ପୁଅ ଜୁନିୟର ଅର୍ଜୁନ ତେନ୍ଦୁଲ କର ଡେବ୍ୟୁ କରିଛନ୍ତି । ବାପା ଯେଉଁ ଗ୍ରାଉଣ୍ଡରୁ ଶେଷ ମ୍ୟାଚ ଖେଳିଥିଲେ ସେହି ଗ୍ରାଉଣ୍ଡରୁ ପୁଅ ଖେଳ ଆରମ୍ଭ କରିଛନ୍ତି ।ସଚିନ...
ଅପରାଧଭାରତଅତିକ ବ୍ରଦର୍ସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ପିଟିସନ ଅପିଲ କରିଛନ୍ତି ଆଇନଜୀବୀ ବିଶାଲmahabharatanewsApril 17, 2023 by mahabharatanewsApril 17, 20230129 ନୂଆଦିଲ୍ଲୀ:ପୋଲିସ ଓ ମିଡିଆ ଉପସ୍ଥିତ ସମୟରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫକୁ ଗୁଳିକରି ହତ୍ୟା କରାଯାଇଛି । ସାମ୍ବାଦିକ ବେଶରେ ଆସି ହଠାଥ୍ କିଏ କୁଆଡେ ଭାବିବା ଆଗକୁ...
ଖେଳଭାରତବୃଦ୍ଧଙ୍କ ଇଚ୍ଛା ପୂରା କରି ହୃଦୟ ଜିତିଲା ମାହିmahabharatanewsApril 15, 2023 by mahabharatanewsApril 15, 20230121 କ୍ୟାପଟେନ କୁଲ ଧୋନି ସବୁବେଳେ କିଛିନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କର କ୍ୟାପଟେନ ସି ହେଉ କିମ୍ବା ହେଲିକପ୍ଟର ସଟ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରିଛି । ଏବେ ମହେନ୍ଦ୍ର...
ଓଡିଶାଖେଳବିଶ୍ୱଭାରତପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦmahabharatanewsApril 15, 2023 by mahabharatanewsApril 15, 20230167 ଭୁବନେଶ୍ୱର: ବ୍ରାଜିଲର ସାଓ ପାଓଲୋରେ ଚାଲିଥିବା ପାରା ବ୍ୟାଟମିଣ୍ଟନ ଆନ୍ତର୍ଜାତିକ ବିଜେତା ପ୍ରମୋଦ ଭଗତ ଗୁରୁବାର କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିବା ପ୍ରମୋଦ ଶୁକ୍ରବାର ପୁରୁଷ ଏକକରେ ପେରୁ ପ୍ରତିଦ୍ବନ୍ଦ୍ବୀ ପେଡ୍ରୋ ପାବ୍ଲୋ ଡି ଭିନାଟିଙ୍କୁ...
ଅପରାଧବିଶ୍ୱରାଜନୀତିଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ଫୁଟିଲା ବୋମାmahabharatanewsApril 15, 2023 by mahabharatanewsApril 15, 20230136 ଟୋକିଓ:ଆଜି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ସ୍ମୋକ୍ ବମ୍ ହମ୍ଲା । ଏହି ଆକ୍ରମଣରୁ ଫୁମିଓ ଅଳ୍ପତେ ମର୍ତ୍ତି ଯାଇଥିଲେ । କୌଣସି କ୍ଷତି ହୋଇନାହିଁ । ସଭାସ୍ଥଳରୁ ତାଙ୍କୁ ସୁରକ୍ଷାର ସହ...
ଭାରତଵାଣିଜ୍ୟମେ’ ପହିଲାରୁ ବଦଳିବ GST ନିୟମmahabharatanewsApril 15, 2023 by mahabharatanewsApril 15, 20230244 ନୂଆଦିଲ୍ଲୀ: ଆସନ୍ତା ମେ’ ମାସ ପହିଲାରୁ ଆରମ୍ଭରୁ ବଦଳିବାକୁ ଯାଉଛି ଜିଏସଟିର ନିୟମ । ଜିଏସ୍ଟିଏନ୍ କହିଛି ଯେ ମେ’ ପହିଲାଠାରୁ ଇନଭଏସ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍ (ଆଇଆରପି)ରେ କୌସି କାରବାରର ରସିଦ ଅପଲୋଡ୍ କରିବା...