ଓଡିଶାପାଣିପାଗଓଡ଼ିଶାକୁ ନାହିଁ ବାତ୍ୟାର ଭୟmahabharatanewsOctober 23, 2023 by mahabharatanewsOctober 23, 20230124 ଭୁବନେଶ୍ୱର : ଓଡ଼ିଶାକୁ ନାହିଁ ବାତ୍ୟାର ଭୟ | ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ | ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ, କାଲି ସକାଳ ଯାଏ ତୀବ୍ରତା ବଢିଚାଲିବ | ଆସନ୍ତାକାଲି ସଂଧ୍ୟା...
ଓଡିଶାସାଢ଼େ ୩ଟା ପରେ ବନ୍ଦ ରହିବ ମୋ ବସ୍mahabharatanewsOctober 23, 2023 by mahabharatanewsOctober 23, 20230106 ଭୁବନେଶ୍ୱର : ଟ୍ରାଫିକ୍ ଭିଡ଼କୁ ନେଇ କ୍ରୁଟର ନିର୍ଦ୍ଦେଶନାମା | ଟୁଇନ ସିଟିରେ ଅପରାହ୍ନ ସାଢ଼େ ୩ଟା ପରେ ମୋ ବସ୍ ବନ୍ଦ | ପୂଜା ବଜାରରେ ଟ୍ରାଫିକ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ଵର...
ଓଡିଶାଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣmahabharatanewsJuly 17, 2023July 17, 2023 by mahabharatanewsJuly 17, 2023July 17, 20230139 ବଡଚଣା/ବେଦପ୍ରକାଶ ନାୟକ : ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ | ସଡକ ଦୁର୍ଘଟଣାରେ ଦୁଇ ଆହତ | ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଶୈବ ପୀଠ ମହାବିନାୟକରେ ପାଣି ଢ଼ାଳି...
ଓଡିଶାଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକmahabharatanewsJuly 1, 2023 by mahabharatanewsJuly 1, 20230187 ଯାଜପୁର/ଜୟପ୍ରକାଶ ନାୟକ: ଶୁକ୍ରବାର ଅପରାହ୍ନ ୧୧ ଘଟିକା ସମୟରେ ଯାଜପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ...
ଖେଳଏସୀୟ କବାଡ଼ିରେ ଭାରତ ବିଜୟ ଅଭିଯାନmahabharatanewsJune 28, 2023 by mahabharatanewsJune 28, 20230138 ବୁସାନ : ଆରମ୍ଭ ହୋଇଛି ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ରେ ଭାରତ ବିଜୟ ଅଭିଯାନ | ମଙ୍ଗଳବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆକୁ ୭୬-୧୩ ରେ ହରାଇ ଥିଲା ଭାରତ | ପରେ ଦ୍ବିତୀୟ...
ମନୋରଞ୍ଜନରଶ୍ମିକା-ବିଜୟ ପୁଣି ହେଲା ପ୍ୟାଚ୍ଅପ୍mahabharatanewsJune 25, 2023June 25, 2023 by mahabharatanewsJune 25, 2023June 25, 2023088 ବ୍ୟୁରୋ : ପାନ ଇଣ୍ଡିଆ ତାରକା ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରାକୋଣ୍ଡା । ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି । ଚଳିତ ବର୍ଷ ପ୍ରାରମ୍ଭରେ ସେମାନଙ୍କ ବ୍ରେକଅପ୍...
ସ୍ୱାସ୍ଥ୍ୟରୋଗ ଦୂର କରେ ଶୁଣ୍ଠି, ଜଣାନ୍ତୁ କଣ ରହିଛି ଉପକାରିତା….mahabharatanewsJune 19, 2023 by mahabharatanewsJune 19, 2023094 ବ୍ୟୁରୋ : ରୋଗ ଦୂର କରେ ଶୁଣ୍ଠି | ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।...
ବିଶେଷରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍mahabharatanewsJune 19, 2023June 19, 2023 by mahabharatanewsJune 19, 2023June 19, 2023094 ବ୍ୟୁରୋ : ତମ୍ବା ବା କପରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେଣୁ ତମ୍ବା ପାତ୍ରରେ ପାଣି ରଖି ସକାଳେ ଖାଲି ପେଟରେ ପିଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି...
ମନୋରଞ୍ଜନପ୍ରଥମ ଥର ଏକାଠି ନଜର ଆସିବେ ଆର୍ଯ୍ୟନ-ଶାହରୁଖmahabharatanewsJune 19, 2023 by mahabharatanewsJune 19, 2023090 କରଣ ଜୋହରଙ୍କ କଫି ୱିଥ୍ କରଣ ଶୋ’ରେ ସେଲିବ୍ରିଟିଙ୍କର ବ୍ୟକ୍ତିଗତ ଜୀବନରୁ ବୃତ୍ତିଗତ ପର୍ଯ୍ୟନ୍ତ ବହୁତ କିଛି ସାମ୍ନାକୁ ଆସେ । ବର୍ତ୍ତମାନ ଏଥର ଦର୍ଶକମାନେ ଉତ୍ସାହର ସହିତ “କଫି ୱିଥ୍ କରଣ ସିଜିନ୍-୮’...
ଓଡିଶାଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତmahabharatanewsJune 19, 2023 by mahabharatanewsJune 19, 20230113 ଭୁବନେଶ୍ୱର : ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ | ଅଭିଯୋଗ ଆସିଥିଲା ତର୍ଜମା ହୋଇଛି, ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅନଲାଇନ ମାଧ୍ୟମରେ ପାଇବେ...