ଓଡିଶାଏମିତି ଚିଠି ଲେଖି କୁଆଡେ ଚାଲିଯାଇଛି ପୁଅmahabharatanewsOctober 21, 2022October 21, 2022 by mahabharatanewsOctober 21, 2022October 21, 20220161 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପୋୖରାଞ୍ଚଳସ୍ଥିତ ୧୮ ନଂ ୱାର୍ଡର କାଳୁଆ ସାହି ବାସିନ୍ଦା ରଞ୍ଜନ ପାଣିଗ୍ରାହୀଙ୍କ ପୁଅ ନାରାୟଣ ପାଣିଗ୍ରାହୀ (୧୫) ବୁଧବାର ପୂର୍ବାହ୍ନରୁ ନିଖୋଜ ଥିବା ଘଟଣାକୁ ୬୦ଘଣ୍ଟା ବିତିଛି ।...
ଅପରାଧଓଡିଶାଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍mahabharatanewsOctober 21, 2022October 21, 2022 by mahabharatanewsOctober 21, 2022October 21, 20220156 ଭୁବନେଶ୍ୱର : ପୋଲିସ ଜାଲରେ ମାୟାଜାଲ ବୁଣିଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ । ଆଜି ସକାଳ ୮ଟାରେ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁ ଚାନ୍ଦକୁ ପୋଲିସ ଉଠେଇ ନେଇଥିବା ସୂଚନା ମିଳିଛି । ଅଜ୍ଞାତ...
ଓଡିଶାପାଣିପାଗମୌସୁମୀ ପରବର୍ତ୍ତୀ ସମୟରେ ସର୍ତକ ରହିବାକୁ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକାmahabharatanewsOctober 20, 2022 by mahabharatanewsOctober 20, 20220149 ଭୁବନେଶ୍ୱର : ମୌସୁମୀ ପରବର୍ତ୍ତୀ ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଜିଲ୍ଲାପାଳ ତଥା ପୌର...
ଓଡିଶାପାଣିପାଗଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟmahabharatanewsOctober 20, 2022October 20, 2022 by mahabharatanewsOctober 20, 2022October 20, 20220137 ଭୁବନେଶ୍ୱର : ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।୨୨ତାରିଖ...
ଓଡିଶାପାଣିପାଗଆସୁଛି ବାତ୍ୟା : ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନାmahabharatanewsOctober 19, 2022 by mahabharatanewsOctober 19, 20220161 ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ନ ଆସିଥିଲେ ବି ସ୍ବତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଏସ୍ଆରସି ପକ୍ଷରୁ...
ଓଡିଶାରାଜନୀତିବିଜେଡିରୁ ବିଦା ହେଲେ ରାଜେନ୍ଦ୍ରmahabharatanewsOctober 19, 2022 by mahabharatanewsOctober 19, 20220181 ଧାମନଗର: ଧାମନଗରରେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ରାଜେନ୍ଦ୍ର ଦାସଙ୍କ ଲାଗି ମହଙ୍ଗା ପଡିଛି । ବିଜେଡି ତାଙ୍କ ବିରୋଧରେ ନେଇଛି କାର୍ଯ୍ୟାନୁଷ୍ଠାନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା...
ଦୁର୍ଘଟଣାଭାରତକେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନmahabharatanewsOctober 18, 2022 by mahabharatanewsOctober 18, 20220192 କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨...
ଓଡିଶାରାଜନୀତିଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସମୀର ଦାସmahabharatanewsOctober 15, 2022 by mahabharatanewsOctober 15, 20220177 ଧାମନଗର: ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ମନ୍ତ୍ରୀ ସମୀର ଦାସ ବାଦ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଉପରେ ଦଳ ସୁପ୍ରିମୋ ଖପ୍ପା ନେଇ ଚର୍ଚ୍ଚା, ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ...
ଓଡିଶାରାଜନୀତିସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସmahabharatanewsOctober 14, 2022 by mahabharatanewsOctober 14, 20220293 ଧାମନଗର: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେରାଜେନ୍ଦ୍ର ଦାସ । କୋହଭରା କଣ୍ଠରେ ରାଜୁ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ । ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ...
ଭାରତଜୀବନ ଯୁଦ୍ଧରେ ହାରିଗଲା ଜୁମ୍; ସହିଦ ହୋଇଗଲା ଭାରତୀୟ ସେନାର ଏହି ଯୋଦ୍ଧା କୁକୁରmahabharatanewsOctober 13, 2022 by mahabharatanewsOctober 13, 20220165 ଶ୍ରୀନଗର: ଭାରତୀୟ ସେନାର ଯୋଦ୍ଧା କୁକୁର ‘ଜୁମ୍’ ସହିଦ ହୋଇଯାଇଛି। ଶ୍ରୀନଗରସ୍ଥିତ ୫୪ ଆଡ୍ଭାନ୍ସଡ ଫିଲ୍ଡ ଭେଟନାରୀ ହସ୍ପିଟାଲ (54 AFVH)ରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଦେହରେ ଗୁଳିବାଜିଲା, ଗୋଡ ଭାଙ୍ଗିଲା...