ଅପରାଧଓଡିଶାନାଗ ଫାଶ ; EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁmahabharatanewsNovember 29, 2022 by mahabharatanewsNovember 29, 20220149 ଭୁବନେଶ୍ୱର : ନାଗ ଫାସର ପଡି EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । EDର ସମନ ଅନୁସାରେ ହାଜର ହେଲେ ପ୍ରମୋଦ ସ୍ୱାଇଁ । ED ଅଫିସ୍କୁ ହାଜର ପାଇଁ...
ଓଡିଶାପାଞ୍ଚ ବର୍ଷରେ ୧୧ ହଜାର ୨୭୮ ନାବାଳିକା ନିଖୋଜmahabharatanewsNovember 28, 2022November 28, 2022 by mahabharatanewsNovember 28, 2022November 28, 20220162 ଭୁବନେଶ୍ୱର : ଗତ ପାଞ୍ଚ ବର୍ଷରେ ୧୧ ହଜାର ୨୭୮ ନାବାଳିକା ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ହଜାର ୨୦୭ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୨୧୧୦ ନାବାଳକ ନିଖୋଜ...
ଓଡିଶାରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ଯୁବକ ମୃତmahabharatanewsNovember 26, 2022November 26, 2022 by mahabharatanewsNovember 26, 2022November 26, 20220186 ଆଠଗଡ : ରାଣୀ ପଣ୍ଡାଙ୍କ କାର ଗତକାଲି ରାତିରେ ଏକ ବାଇକ୍ ସହ ଧକ୍କା ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ଏକ ବାଇକ୍ ସହ...
ଓଡିଶାଅଫିସ୍ ଭିତରେ ପଶି ବିଡିଓଙ୍କୁ ଛେଚିଲେ, ଥାନାରେ ଏତଲା ଦେଲେ ବିଡିଓ ସତ୍ୟନାରାୟଣmahabharatanewsNovember 25, 2022 by mahabharatanewsNovember 25, 20220154 ଭୁବନେଶ୍ୱର : ଅଫିସ୍ ଭିତରେ ପଶି ବିଡିଓଙ୍କୁ ଛେଚିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ମାଡ ମାରିଥିବା ଅଭିଯୋଗ । ୩ ଜଣ ବ୍ୟକ୍ତି ଅଫିସ୍ ଭିତରେ ପଶି ବିଡିଓ...
ଓଡିଶା10 ବର୍ଷରେ ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ବିଭାଗର 130 ଯନ୍ତ୍ରୀmahabharatanewsNovember 25, 2022 by mahabharatanewsNovember 25, 20220152 ଭୁବନେଶ୍ୱର: ଜଳସମ୍ପଦ ବିଭାଗରେ ବଢ଼ିବାରେ ଲାଗିଛି ଦୁର୍ନୀତିର ଚେର । ବିଭାଗରେ ଗତ 10 ବର୍ଷ ମଧ୍ୟରେ 130 ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ବିଧାନସଭାରେ...
ଓଡିଶାରାଜନୀତିଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ – ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିmahabharatanewsNovember 24, 2022 by mahabharatanewsNovember 24, 20220185 ଭୁବନେଶ୍ୱର : ବିଧାନସଭାରେ ସରକାରୀ ଦଳର ସଦସ୍ୟଙ୍କ ଉପସ୍ଥିତ ନରହିବାକୁ ନେଇ ବର୍ଷିଲା ବିରୋଧୀ ଦଳ ବିଜେପି। ଖାଲି ସେତିକି ନୁହେଁ ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା...
ଓଡିଶାଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡmahabharatanewsNovember 23, 2022 by mahabharatanewsNovember 23, 20220175 ଯାଜପୁର : ଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଅଗ୍ନିଶମ...
ଓଡିଶାପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲାmahabharatanewsNovember 23, 2022 by mahabharatanewsNovember 23, 20220238 ଯାଜପୁର : ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଦିନ ୧୧ଟାରେ ଏହି ଭୟଙ୍କର ଶବ୍ଦ ଶୁଭିଥିଲା ।...
ଅପରାଧଓଡିଶାଘରବାରି ପଟ୍ଟା କରାଇଦେବା ନାରେ ୬ହଜାର ଲାଞ୍ଚ ନେବା ପଡିଲା ମହାଙ୍ଗାmahabharatanewsNovember 23, 2022 by mahabharatanewsNovember 23, 20220170 ଗଞ୍ଜାମ/ରଜନୀକାନ୍ତ ପାତ୍ର: ସରକାରୀ ଦରମା ସାଙ୍ଗକୁ ଅନ୍ୟ କିଛି ହାତଖର୍ଚ୍ଚ ପାଇଁ ଚେଷ୍ଟା ଚାଲିଥିବା ବେଳେ ହାତରେ ଖର୍ଚ୍ଚ ଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକଙ୍କ ନିକଟରେ ପହଁଚିଲା ଭିଜିଲାନ୍ସ ଟିମ | ଖବର...
ଓଡିଶାରାଜନୀତିପଦ୍ମପୁର ଉପନିର୍ବାଚନ ମଇଦାନରେ 10 ପ୍ରାର୍ଥୀmahabharatanewsNovember 21, 2022November 21, 2022 by mahabharatanewsNovember 21, 2022November 21, 20220206 ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ 10 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । 13 ଜଣ ନମାଙ୍କନ ଭାରିଥିବାବେଳେ ଯାଞ୍ଚରେ 2 ଜଣଙ୍କର ପ୍ରାର୍ଥୀତ୍ବ ନାକଚ ହୋଇଥିବାବେଳେ ଆଜି ଜଣେ ପ୍ରତ୍ୟାହାର...