ଓଡିଶାସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭାmahabharatanewsNovember 21, 2022November 21, 2022 by mahabharatanewsNovember 21, 2022November 21, 20220164 ଭୁବନେଶ୍ୱର : ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ କୋଭିଡ କଟକଣା ହଟିଲା। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା 24ରୁ ବିଧାନସଭାର ଅଧିବେଶନ ଆରମ୍ଭ। ବିଧାୟକ ମାନେ ନିଜ...
Uncategorized ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧmahabharatanewsNovember 21, 2022November 21, 2022 by mahabharatanewsNovember 21, 2022November 21, 20220147 ଭୁବନେଶ୍ୱର : ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ । ବିଧାୟକ ମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସି ବସନ୍ତୁ ବୋଲି...
ଓଡିଶାବଦଳିବ ବାଣପୁର ଭଗବତୀ ମନ୍ଦିରର ରୂପରେଖ ; ବାଣପୁର ଗସ୍ତରେ ୫ଟି ସଚିବmahabharatanewsNovember 21, 2022 by mahabharatanewsNovember 21, 20220172 ବାଣପୁର : ବାଣପୁର ଗସ୍ତରେ ୫ଟି ସଚିବ ଭି. କେ ପାଣ୍ଡିଆନ। ବଦଳିବ ବାଣପୁର ଭଗବତୀ ମନ୍ଦିରର ରୂପରେଖ । ଏଥିସହ ଉଗ୍ରତାରା ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ୫ଟି ସଚିବ | ସାରା...
ଓଡିଶାପାଣିପାଗରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ ; ୨୧ରୁ ବର୍ଷା!mahabharatanewsNovember 18, 2022November 18, 2022 by mahabharatanewsNovember 18, 2022November 18, 20220182 ଭୁବନେଶ୍ବର : କମୁଛି ତାତି ବଢୁଛି ଶୀତ | ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ | ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଶୀତ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା...
ଓଡିଶାକଂଗ୍ରେସ ଭବନରୁ ଆସବାବପତ୍ର ଚୋରିmahabharatanewsNovember 18, 2022 by mahabharatanewsNovember 18, 20220175 ଭୁବନେଶ୍ୱର: କଂଗ୍ରେସ ଭବନରୁ ଚୋରି । ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପାର୍ଟି ଅଫିସ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି। କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି।...
ଓଡିଶାପାଣିପାଗଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେmahabharatanewsNovember 17, 2022 by mahabharatanewsNovember 17, 20220144 ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ | ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇସାରିଛି | ତେବେ ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାଠାରେ...
ଓଡିଶାରାଜନୀତିଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନmahabharatanewsNovember 17, 2022 by mahabharatanewsNovember 17, 20220214 ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ହେଲେ ପଦ୍ମପୁର ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନାହାଁନ୍ତି । ତେଣୁ ଆଜି ପ୍ରାର୍ଥୀମାନେ...
ଓଡିଶାରାଜନୀତି“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା” – ପୃଥ୍ୱୀରାଜ ହରିଚନ୍ଦନmahabharatanewsNovember 16, 2022November 16, 2022 by mahabharatanewsNovember 16, 2022November 16, 20220204 ଭୁବନେଶ୍ୱର : ରାଜ୍ୟର ମରୁଡି ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ପାଇଁ ରାଜ୍ୟ ସରକାର ଇନପୁଟ୍ ସହାୟତା ଘୋଷଣା କରିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିରୋଧୀମାନେ ନିର୍ବାଚନୀ ହାଓ୍ୱା କହୁଥିବାବେଳେ,...
ବିଶ୍ୱପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛିmahabharatanewsNovember 16, 2022November 16, 2022 by mahabharatanewsNovember 16, 2022November 16, 20220165 କିବ୍ : ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଏହି ଉତ୍ତେଜନା ବିଶ୍ବକୁ ଏକ ୩ୟ ବିଶ୍ବଯୁଦ୍ଧ ଆଡ଼କୁ ଟାଣିନେବାର ଆଶଙ୍କା ଦେଖାଦେଇଛି ।ରୁଷ...
ଭାରତଆଜି ହେଉଛି ଜାତୀୟ ପ୍ରେସ୍ ଦିବସmahabharatanewsNovember 16, 2022 by mahabharatanewsNovember 16, 20220169 ବ୍ୟୁରୋ :ଆଜି ହେଉଛି ଜାତୀୟ ସାମ୍ବାଦିକ ଦିବସ | ଏକ ମୁକ୍ତ ଏବଂ ଦାୟିତ୍ବପୂର୍ଣ ସାମ୍ବାଦିକତାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ 16 ନଭେମ୍ବରରେ ଏହି ଦିନ ପାଳନ କରାଯାଏ | ଏହି ଦିନ...