ଓଡିଶାଝରୀଗାଁରେ ଏକ ନିଆରା ପରମ୍ପରା ଗୁରୁଣ୍ଡି ଯାତ୍ରାmahabharatanewsSeptember 16, 2026 by mahabharatanewsSeptember 16, 2026015 ହାଣ୍ଡି କୁଣ୍ଡି ଭୁରଶୁଣ୍ଡି ଏକ ନିଆରା ପରମ୍ପରା, ଏହି ପରମ୍ପରା ପ୍ରାୟତଃ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଥାଏ, ପ୍ରତିବର୍ଷ ଝରୀଗାଁ ଅଂଚଳର ଯୁବକ ମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି, କିଛି କାଠରେ...
ଓଡିଶାଓଡିଶା ସାରା ବିକାଶ ଧାରା କାର୍ଯ୍ୟକ୍ରମmahabharatanewsJune 22, 2026 by mahabharatanewsJune 22, 2026037 ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ଏବଂ ଝରୀଗାଁ ବିଧାୟକ ନରସିଂହ ଭତ୍ରାଙ୍କ ପ୍ରତିନିଧିତ୍ୱରେ ଝରୀଗାଁ ଠାରେ ଓଡିଶା ସାରା ବିକାଶର ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଡବଲ ଇଂଜିନ ସରକାରରେ ରାଜ୍ୟରେ...
ଓଡିଶାପର୍ବ ପର୍ବାଣିମାଆଙ୍କର ଅପୂର୍ବ ଲୀଳା ଦେଖିବାକୁ ଏକାଠି ଶହ ଶହ ଭକ୍ତ ।mahabharatanewsApril 10, 2026 by mahabharatanewsApril 10, 2026057 ପରମ୍ପରା ଏବଂ ବିଶ୍ଵାସ ର ଏକ ପର୍ବ କଳସୀ, ଉପାନ୍ତରେ ଯାହାକୁ କଳସୀ ଯାତ୍ରା କୁହନ୍ତି ଏବଂ ସହରାଞ୍ଚଳରେ ଠାକୁରାଣୀ ଯାତ୍ରା କୁହାଯାଇଥାଏ , ତେବେ ଆସନ୍ତୁ ଦେଖିବା ଉପାନ୍ତରେ ଏହି ପର୍ବ କୁ...
ଓଡିଶାସାଧାରଣତନ୍ତ୍ର ଦିବସରେ ଝରୀଗାଁ ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସର ରକ୍ତଦାନ ଶିବିରmahabharatanewsJanuary 27, 2026 by mahabharatanewsJanuary 27, 2026062 77 ତମ ସାଧାରତନ୍ତ୍ର ଦିବସ ଅବସରରେ ଝରୀଗାଁ ଡିଗ୍ରୀକଲେଜ କର୍ତୃପକ୍ଷଙ୍କ ପ୍ରୟାସ କ୍ରମେ, ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଝରୀଗାଁ ଶିକ୍ଷକ ସଙ୍ଘ, ବୁଦ୍ଧିଜୀବୀ ଏବଂ...
ଖେଳପର୍ବ ପର୍ବାଣିଧୂମଧାମରେ ପାଳିତ ହେଲା ମଣ୍ଡେଇ ଯାତ୍ରାmahabharatanewsJanuary 11, 2023 by mahabharatanewsJanuary 11, 20230211 ଝରିଗାଁ :ଚଚା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି ମଣ୍ଡେଇ ଯାତ୍ରା ବା ଚଚା ମହୋତ୍ସବ । ରଙ୍ଗୀନ ମଞ୍ଚରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ନାନା ରକମର ଦୋକାନ ବଜାର...
ଓଡିଶାଅଫିସ୍ ଭିତରେ ପଶି ବିଡିଓଙ୍କୁ ଛେଚିଲେ, ଥାନାରେ ଏତଲା ଦେଲେ ବିଡିଓ ସତ୍ୟନାରାୟଣmahabharatanewsNovember 25, 2022 by mahabharatanewsNovember 25, 20220174 ଭୁବନେଶ୍ୱର : ଅଫିସ୍ ଭିତରେ ପଶି ବିଡିଓଙ୍କୁ ଛେଚିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ମାଡ ମାରିଥିବା ଅଭିଯୋଗ । ୩ ଜଣ ବ୍ୟକ୍ତି ଅଫିସ୍ ଭିତରେ ପଶି ବିଡିଓ...
ଓଡିଶାବାସୁଦେବଗୁଡାରେ ପୁଣି ଭାଲୁ ଆତଙ୍କmahabharatanewsAugust 20, 2022August 20, 2022 by mahabharatanewsAugust 20, 2022August 20, 20220189 ଝରିଗାଁ: ପୁଣି ଭାଲୁ ଆତଙ୍କ। ଭୟରେ ଲୋକେ। ଝରିଗାଁ ବ୍ଲକ ପାଳିଆ ପଞ୍ଚାୟତର ବାସୁଦେବଗୁଡା ଗାଁରେ ପୁଣି ଥରେ ଭାଲୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରାୟତଃ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମଧ୍ୟକୁ...