Tag : tamilnadu

ଭାରତ

ମୃତ୍ୟୁ ବରଣ କଲେ ବିଷ ପିଇଥିବା ସାଂସଦ 

mahabharatanews
(ତାମିଲନାଡୁ) : ତାମିଲନାଡୁର ଏରୋଡରୁ ବର୍ତ୍ତମାନର MDMK ସାଂସଦ ଏ ଗଣେଶମୂର୍ତ୍ତି (76) ଗୁରୁବାର ସକାଳେ ମୃତ୍ୟୁ ବରଣ କରିଛନ୍ତି। ଲୋକସଭା ନିର୍ବାଚନରେ ଟିକେଟ୍ ନ ପାଇ ସେ କ୍ରୋଧିତ ହୋଇ ରବିବାର ବିଷ ପିଇ...
ଭାରତ

ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୯ ମୃତ

mahabharatanews
(ତାମିଲନାଡୁ): ” ତାମିଲନାଡୁର ଏକ ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ । ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ...
ଭାରତ

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

mahabharatanews
(ତାମିଲନାଡୁ) : ଦକ୍ଷିଣ ଭାରତୀୟ ତାମିଲନାଡୁର ବିଜେପି ନେତାମାନେ ଷ୍ଟାଲିନ ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣକୁ...
ଭାରତ

ତାମିଲନାଡୁରେ ପ୍ରବଳ ବର୍ଷା; ଆଜି ସ୍କୁଲ ଛୁଟି

mahabharatanews
(ତାମିଲନାଡୁ) : ତାମିଲନାଡୁରେ ପ୍ରବଳ ବର୍ଷା । ଆଜି ଅର୍ଥାତ୍ ୧୮ଡିସେମ୍ବରରେ ୪ଟି ଜିଲ୍ଲାର ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଶ୍ରୀଲଙ୍କା ଉପକୂଳରେ ଭାରତ ମହାସାଗରରେ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର ପ୍ରଭାବରେ ରବିବାର...
ଭାରତ

ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଯଣା , ୭ ମୃତ

mahabharatanews
ତାମିଲନାଡୁ : ଭୟଙ୍କର ସଡକ ଦୁର୍ଘଟଣାରେ ୭ମୃତ । କାର ଏବଂ ବସ ମଧ୍ୟରେ ଜେଦାର ଟକ୍କର ହେବା ଫଳରେ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ଅନେକ ଆହତ ମଧ୍ୟ ହୋଇଥିବା ଖବର...
ଭାରତ

ଦୁଇଟି ବାଣ କାରଖାନାରେ ବିସ୍ଫୋରଣ, ୯ ମୃତ

mahabharatanews
(ତାମିଲନାଡୁ) :  ଦିୱାଲୀ ହେତୁ ତାମିଲନାଡୁର ବିଭିନ୍ନ ବାଣ କାରଖାନାରେ ବାଣପ୍ରସ୍ତୁତି ଚାଲିଥିବା ବେଳେ ନାହିଁନଥିବା ଦୁର୍ଘଟଣା ସାମ୍ନାକୁ ଆସୁଛି  । ଏହି କ୍ରମରେ ତାମିଲନାଡୁର ଦୁଇଟି ବାଣ କାରଖାନାରେ ମଙ୍ଗଳବାର ଦୁଇଟି ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ହୋଇଥିଲା।  ଏହାର କିଛି ସମୟ ପରେ ବିରୁଧୁନଗର ଜିଲ୍ଲାର କାମ୍ମାପଟ୍ଟି ଗ୍ରାମରେ ଥିବା ବାଣ କାରଖାନାରେ ଆଉ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନାନୁଯାୟୀ ,  ଅସୁରକ୍ଷିତ ବାତାବରଣ  ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ।ଗତ ୯ ତାରିଖରେ ମଧ୍ୟ ତାମିଲନାଡ଼ୁର ଆରିଆଲୁର ଜିଲ୍ଲା ବୀରାଗାଲୁରଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘରି ୭ ଜଣ ମୃତ୍ୟୁବରଣ କରିଥିଲେ ।...
ଭାରତ

ପୁଣି ବାଣ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ, ୭ମୃତ

mahabharatanews
(ତାମିଲନାଡୁ) : ତାମିଲନାଡୁରେ ବାଣ ଗୋଦାମରେ ପୁଣି ପ୍ରଚଣ୍ଡ ବିସ୍ଫୋରଣ । ସୋମବାର ଦିନ ଆରିୟାଲୁର ଜିଲ୍ଲାର ଏକ ବାଣ ଗୋଦାମରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ...
ଭାରତ

କର୍ଣ୍ଣାଟକରେ ୧୨ଘଣ୍ଟିଆ ଧର୍ମଘଟ

mahabharatanews
(ତାମିଲନାଡୁ) : ତାମିଲନାଡୁ ସହିତ କାବେରୀ ନଦୀ ଜଳ ବାଣ୍ଟିବାକୁ ବିରୋଧ କରି କର୍ଣ୍ଣାଟକରେ ଆଜି ମଧ୍ୟ ବନ୍ଦ ପାଳନ କରାଯାଉଛି । ୩୦ରୁ ଅଧିକ କୃଷକ ଗୋଷ୍ଠୀ, ବ୍ୟବସାୟ ତଥା କନ୍ନଡ ସମର୍ଥକ ସଂଗଠନ ସକାଳ ୬ଟାରୁ ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି। ସୂଚନାନୁଯାୟୀ , ବେଙ୍ଗାଲୁରୁ ବିମାନବନ୍ଦରରୁ ୪୪ଟି ବିମାନ ବାତିଲ କରାଯାଇଥିବା ବେଳେ ଯେଉଁଥି ପାଇଁ ଯାତ୍ରୀମାନଙ୍କୁ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି । ତେବେ...
ଭାରତ

ପ୍ରସିଦ୍ଧ ତିରୁପତି ମନ୍ଦିରକୁ ୫ କୋଟି ଦାନ

mahabharatanews
(ତାମିଲନାଡୁ) : ପ୍ରସିଦ୍ଧ ତିରୁପତି ମନ୍ଦିରକୁ ୫ କୋଟି ଟଙ୍କାର ଦାନ । କିଛି ଶ୍ରଦ୍ଧାଳୁ ଏକାଠି ହୋଇ ୫.୧୧ କୋଟି ଟଙ୍କା ତିରୁମାଲା ତିରୁପତି ମନ୍ଦିରକୁ ଦାନ ଦେଇଛନ୍ତି । ମନ୍ଦିର ଟ୍ରଷ୍ଟ...
ଭାରତ

ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ ,୯ ମୃତ 

mahabharatanews
(ତାମିଲନାଡୁ) : ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ । ତାମିଲନାଡୁ କ୍ରିଷ୍ଣାଗିରୀର ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବାଣ ବିସ୍ପୋରଣ ହୋଇଛି । ଫଳରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୯...