ଭାରତରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମାନସ ଓ ସୁଲତାmahabharatanewsJuly 8, 2022 by mahabharatanewsJuly 8, 20220168 ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ। ନବ ନିର୍ବାଚିତ ସାଂସଦ ଶ୍ରୀ ମଙ୍ଗରାଜ ଓ ଶ୍ରମତୀ ଦେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ନିଜ ନିଜ...
ଓଡିଶାବଡ ଖବର: ଆସନ୍ତା ୬ତାରିଖ ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟmahabharatanewsJuly 4, 2022 by mahabharatanewsJuly 4, 20220170 ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।ଦିନ ୧ଟାରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ...
ଭାରତମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ସିବିଆଇ ଚଢ଼ାଉmahabharatanewsJune 18, 2022June 18, 2022 by mahabharatanewsJune 18, 2022June 18, 20220136 (ରାଜସ୍ଥାନ) : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ଭାଇ ଅଗ୍ରସେନ ଗେହଲେଟଙ୍କ ଘରେ ଆଜି କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ) ପକ୍ଷରୁ ରେଡ୍ କରାଯାଇଛି। ଜୋଧପୁରର ଅଗ୍ରସେନଙ୍କ ଘରେ ଏହି ରେଡ୍ ହୋଇଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ...
ବିଶ୍ୱଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍ ରାଷ୍ଟ୍ରପତିmahabharatanewsMay 11, 2022 by mahabharatanewsMay 11, 20220151 (ଚୀନ): ପୁରା ବିଶ୍ୱ କରୋନା ମହାମାରୀରୁ ଧୀରେ ଧୀରେ ବାହାରି ଆସୁଥିବା ବେଳେ ଚୀନରେ ପୁଣି ମୁଣ୍ଡ ଟେକିଛି ମହାମାରୀ। କରୋନାରେ କଲବଲ ହେଉଛି ଡ୍ରାଗନ। ଏହାରି ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ...
ଓଡିଶାଜଳିଗଲା ସାତ ବଖରା ; ସର୍ବହରା ୪ ପରିବାରmahabharatanewsMay 4, 2022May 4, 2022 by mahabharatanewsMay 4, 2022May 4, 20220228 ଅନୁଗୁଳ / ଜ୍ୟୋତିରଞ୍ଜନ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଗଣ୍ଡବେରଣା କୁମ୍ଭାର ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଭସ୍ମୀଭୂତ ହୋଇଯାଇଛି । କୁମ୍ଭାର ସାହିର କୁବେର...
ଓଡିଶାମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ଭୋଟଗ୍ରହଣmahabharatanewsMay 2, 2022 by mahabharatanewsMay 2, 20220141 ନୂଆଦିଲ୍ଲୀ: ଝାରସୁଗୁଡାର ବ୍ରଜରାଜନଗର ଆସନରେ ଉପନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ଆଜି ନିର୍ବାଚନ କମିଶନ ଭୋଟ୍ ନେଇ ତାରିଖ ଘୋଷଣା କରିଛନ୍ତି। ମେ ୩୧ ତାରିଖରେ ଏହି ଆସନ ପାଇଁ ଭୋଟ୍...
ଓଡିଶାଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି, କାଳିଆ ହିତାଧିକାରୀ ପାଇବେ ୨ହଜାର ଟଙ୍କାmahabharatanewsMay 2, 2022 by mahabharatanewsMay 2, 20220240 ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଚଳିତ ବର୍ଷ...
ଓଡିଶାଆଧାର କାର୍ଡ ଦେଖାଇଲେ ମିଳିବ ନୂଆ ଏଲପିଜି ସଂଯୋଗmahabharatanewsApril 30, 2022April 30, 2022 by mahabharatanewsApril 30, 2022April 30, 20220273 ବ୍ୟୁରୋ : ଲୋକଙ୍କୁ ସୁବିଧାରେ ମିଳିବ ଗ୍ୟାସ । ବର୍ତ୍ତମାନ ନା ଗୁଡିଏ କାଗଜ ପତ୍ର ଦେଖାଇବାକୁ ପଡିବ ନା ଅପେକ୍ଷା କରିବାକୁ ପଡିବ । ଇଣ୍ଡିଆନ ଗ୍ୟାସ କମ୍ପାନୀ ପକ୍ଷରୁ ଏହି ଯୋଜନା ଆରମ୍ଭ...
ଓଡିଶାସ୍ମାର୍ଟସିଟି ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇmahabharatanewsApril 29, 2022 by mahabharatanewsApril 29, 20220218 ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର । ଏବେ ସମ୍ପୂର୍ଣ୍ଣ ଫ୍ରିରେ ମିଳିବ ୱାଇଫାଇ । ସେ ବି ଫୁଲ ହାଇସ୍ପିଡ । ଭୁବନେଶ୍ୱରକୁ ସ୍ମାର୍ଟସିଟି ବୋଲି କୁହାଯାଏ । ଆଉ ଏହି...
ଭାରତଦେଶରେ ଦିନକରେ ୧,୩୩୫ କରୋନା ସଂକ୍ରମଣ ଚିହ୍ନଟmahabharatanewsApril 1, 2022 by mahabharatanewsApril 1, 20220277 ନୂଆଦିଲ୍ଲୀ: କିଛି ଦିନ ଧରି ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଦେଢ଼ ହଜାରରୁ ଯଥେଷ୍ଟ କମ୍ ରହିଛି ସଂକ୍ରମଣ ସଂଖ୍ୟା ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ...