ଓଡିଶାବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନmahabharatanewsOctober 26, 2022 by mahabharatanewsOctober 26, 20220190 ଉଦଳା/ ଦୀପକ ମିଶ୍ର :ବିଦ୍ୟାଳୟସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାର ଓ ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ମହୋତ୍ସବ ‘ସୁରଭି’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ନେଇ ପ୍ରତ୍ୟେକ...
ଓଡିଶାଉୟୁରଭଞ୍ଜ ଡିଗ୍ରୀକଲେଜକୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତିmahabharatanewsSeptember 26, 2022 by mahabharatanewsSeptember 26, 20220215 ଉଦଳା/ ଦିପକମିଶ୍ର : ମୟୂରଭଞ୍ଜ ଜିଲ୍ଲାର କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍ .ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ବାଳକ ୟୁନିଟ ଏବଂ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏନ୍. ଏସ୍. ଏସ୍ ଦିବସରେ ନୂଆଦିଲ୍ଲୀ...
Uncategorizedକେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଳାରେ ଚକ୍ଷୁ ହସ୍ପିଟାଲ ଉଦଘାଟିତmahabharatanewsSeptember 16, 2022 by mahabharatanewsSeptember 16, 20220197 ଉଦଳା: ନର୍ମଦା ଫାଉଣ୍ଡେସନ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଣ୍ଢାଖାଇ ଠାରେ ସୂର୍ୟ୍ୟମଣୀ ନେତ୍ରାଳୟ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର...
ଓଡିଶାବଜ୍ରାଘାତରେ ଯୁବକଙ୍କ ମୃତ୍ୟୁmahabharatanewsAugust 29, 2022 by mahabharatanewsAugust 29, 20220275 ଉଦଳା: ବଜ୍ରାଘାତରେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାଛଡା ଅନ୍ୟକିଛି ସ୍ଥାନରେ ମଧ୍ୟ ବଜ୍ରାଘାତରେ ଲୋକେ ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁସାରେ ଲିଟା ସିଂ ବିଲରେ କାମ କରୁଥିବା ସମୟରେ...
ଓଡିଶାଆମ ଦୁର୍ଗାପୂଜା କମିଟି ତରଫରୁ ଆଜାଦୀ କା ଅମୃତ ମହୋତ୍ସବmahabharatanewsAugust 15, 2022August 15, 2022 by mahabharatanewsAugust 15, 2022August 15, 20220157 ଉଦଳା: ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆମ ଦୁର୍ଗା ପୂଜା କମିଟି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଧ୍ୟ ହର ଘର...
Uncategorizedଧରା ପଡି ଛେଚା ଖାଇଲା ଚୋରmahabharatanewsMay 24, 2022 by mahabharatanewsMay 24, 20220239 ଉଦଳା /ଦୀପକ ମିଶ୍ର : ସବୁଦିନ ନ ଥାଏ ଚାନ୍ଦିନୀ ରାତି । ଆଗରୁ ବାରମ୍ବାର ଆସି ବାଇକ ଚୋରି ଖସିଯିବାରେ ସମର୍ଥ ହୋଇଥିବା ଲୁଟେରା ହେଲେ ଆଜି ଧରାପଡିଗଲେ ଜନସାଧାରଣଙ୍କ ହାବୁଡରେ ।...