ଭାରତଉତ୍ତରାଖଣ୍ଡରେ ଭୟଙ୍କର ଦୁର୍ଘଟଣାmahabharatanewsMay 4, 2024 by mahabharatanewsMay 4, 20240138 (ଉତ୍ତରାଖଣ୍ଡ) : ମସୌରୀ-ଡେରାଡୁନ ରାସ୍ତାର ଚୁନାଖାଲ ନିକଟରେ ଶନିବାର ଏକ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସି ପଡିଛି । ଯାହାଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଏହି...
ଭାରତସୁସ୍ଥ ଅଛନ୍ତି ୪୧ ଶ୍ରମିକ mahabharatanewsNovember 29, 2023 by mahabharatanewsNovember 29, 2023075 (ଉତ୍ତରାଖଣ୍ଡ) : ଟନେଲରୁ ବାହାରିଲେ ୪୧ ଶ୍ରମିକ । ଓଡ଼ିଶାର ୫ ଶ୍ରମିକଙ୍କ ସହିତ ମୋଟ ୪୧ ଜଣ ଶ୍ରମିକ ଟନେଲରୁ ବାହାରିଛନ୍ତି । ୧୭ ଦିନ ପରେ ଉତ୍ତରାଖଣ୍ଡର ସିଲ୍କିରା ଟନେଲରେ ଫସି...
ଭାରତସରିଲା ଖନନ କାର୍ଯ୍ୟ, ଟନେଲ ଭିିତରେ ଅସ୍ଥାୟୀ ହସ୍ପିଟାଲmahabharatanewsNovember 28, 2023 by mahabharatanewsNovember 28, 2023075 (ଉତ୍ତରାଖଣ୍ଡ) : ସରିଲା ଖନନ କାର୍ଯ୍ୟ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି ।ଶ୍ରମିକମାନେ ଗତ...
ଭାରତଟନେଲ ମାମଲା: ତିନି ଶ୍ରମିକ ଅସୁସ୍ଥmahabharatanewsNovember 26, 2023 by mahabharatanewsNovember 26, 2023080 (ଉତ୍ତରାଖଣ୍ଡ) : ଟନେଲ ଭିତରେ ୧୫ଦିନ ଧରି ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାଲିଛି ଉଦ୍ୟମ । କିନ୍ତୁ ଫେଲ୍ ମାରୁଛି ଗୋଟିଏ ପରେ ଗୋଟିଏ...
ଭାରତଖୁବ୍ ଶୀଘ୍ର ସୁଡ଼ଙ୍ଗ ସ୍ଥଳରେ ପହଞ୍ଚିବ ଅତ୍ୟାଧୁନିକ ଯନ୍ତ୍ରପାତିmahabharatanewsNovember 25, 2023 by mahabharatanewsNovember 25, 2023084 (ଉତ୍ତରାଖଣ୍ଡ): ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜୋରଜାର ଚାଲିଛି । ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏପରିକି ଆଉ କେତେ ଦିନ ଅପରେସନ ଚାଲିବ ତାହା କେହି କହିପାରୁନାହାନ୍ତି । ସୂଚନାନୁଯାୟୀ ,ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବା ପରେ ହାତରେ ଖନନ କରାଯିବ । ଉପରୁ ଖନନ କରିବାକୁ ମଧ୍ୟ ବିଚାର...
ଭାରତଖୁବଶୀଘ୍ର ବାହାରିବେ ୪୧ ଶ୍ରମିକ , ଆମ୍ବୁଲାନ୍ସ ନିୟୋଜିତ mahabharatanewsNovember 22, 2023 by mahabharatanewsNovember 22, 20230103 (ଉତ୍ତରାଖଣ୍ଡ) : ଗତ ୧୧ ଦିନ ଧରି ଉତ୍ତରାଖଣ୍ଡର ସିଲ୍କିଆରା ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏଭଳି ପରିସ୍ଥିତିରେ, ଭିତରେ...
ଭାରତମନ୍ଦିର ହଟେଇବାରୁ ଭୁଶୁଡ଼ିଲା ଟନେଲmahabharatanewsNovember 17, 2023 by mahabharatanewsNovember 17, 2023078 (ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର ସିଲ୍କିୟାରା-ପୋଲଗାଓଁ ନିକଟରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଯୋଗୁ ତା’ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ୫ ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ସଫଳତା ମିଳିପାରି...
ଭାରତ ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ପାଇପ ଯୋଗେ ଦିଆଯାଉଛି ଅକ୍ସିଜେନ୍mahabharatanewsNovember 13, 2023 by mahabharatanewsNovember 13, 20230176 (ଉତ୍ତରାଖଣ୍ତ) : ଉତ୍ତରାଖଣ୍ତ ଉତ୍ତରକାଶିର ସିଲ୍କାଇରା ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ । ତେବେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଜଣେ ଅଧିକାରୀ କହିଛନ୍ତି ଯେ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ...
ଭାରତଉତ୍ତରାଖଣ୍ଡରେ ଭୂସ୍ଖଳନ; ଆଲର୍ଟ ଜାରିmahabharatanewsAugust 10, 2023 by mahabharatanewsAugust 10, 20230102 (ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡରେ ଗୌରୀକୁଣ୍ଡରେ ପ୍ରବଳ ବର୍ଷା ।ଫଳରେ ସକାଳେ ଭୂସ୍ଖଳନ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ ଦିନରେ ଗୌରୀକୁଣ୍ଡରେ ଏହା ଦ୍ବିତୀୟ ଭୂସ୍ଖଳନ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ...
ଭାରତକେଦାରନାଥରେ ଭୂସ୍ଖଳନ; ୧୩ ଯାତ୍ରୀ ନିଖୋଜ mahabharatanewsAugust 4, 2023 by mahabharatanewsAugust 4, 20230135 (ଉତ୍ତରାଖଣ୍ଡ): କେଦାରନାଥରେ ଭୂସ୍ଖଳନ । ଗୁରୁବାର ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ ପ୍ରାୟ ୧୩ଜଣ ଯାତ୍ରୀ ପୋତି ହୋଇ ଯାଇଥିବା ସୂଚନା ମିଳିଛି ।...