ଓଡିଶା

ଫୁଲବାଣୀ ଭିଜିଲାନ୍ସ ଜାଲରେ ଥାନା ବାବୁ

କନ୍ଧମାଳ /ମନୋଜ ପଣ୍ଡା:କୋଟଗଡ ଥାନା ଅଧିକାରୀଙ୍କ କାରରୁ ଜବତ ହେଲା ଟଙ୍କା । ପାଖାପାଖି ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ପାଇବା ପରେ ଫୁଲବାଣୀ ଭିଜିଲାନ୍ସ ଟିମ୍ ପିଛା କରିଥିଲା । ବାଲିଗୁଡା ନିକଟରୁ ଉକ୍ତ ଅଧିକାରୀ ଧୀରଜ ଲେଙ୍କାଙ୍କ କାରରୁ ଏହି ଟଙ୍କା ଜବତ କରାଯାଇଥିଲା । ତେବେ ବାଲିଗୁଡା ବଜାର ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ସ୍ୁତନ୍ତ୍ର ଭିଜିଲାନ୍ସ ଟିମ୍ ଧୀରଜଙ୍କୁ କାବୁ କରି ନେଇଥିଲା । ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲା କୋଟଗଡ ଥାନାର ମୁଖ୍ୟ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ ।

Related posts

ଆଜି ବିଶ୍ଵ ହାତୀ ଦିବସ 

mahabharatanews

ଲକଡାଉନ ଯୋଗୁଁ ସାଇକେଲରେ ନରସିଂହ ପୁର ପହଞ୍ଚିଲେ ପ୍ରବାସୀ

mahabharatanews

୫ଟି  ଟିଚିଂ ହସ୍‌ପିଟାଲ ଉଦଘାଟିତ

mahabharatanews