ଭାରତ

ବିଶ୍ୱକପରେ ସ୍ଥାନ ପାଇବେ କୋଭିଡ ପଜିଟିଭି ଖେଳାଳି

ବ୍ୟୁରୋ :ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ଆଇସିସି ଏକ ବଡ ପରିବର୍ତ୍ତନ ଆଣିଛି । କୋଭିଡ ପଜିଟିଭି ଖେଳାଳି ବି ମ୍ୟାଚ ଖେଳିପାରିବେ । ସଂକ୍ରମିତ ଖେଳାଳିଙ୍କୁ ଆଉ ଆଇସୋଲେସନରେ ରହିବାକୁ ପଡିବନି । ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଅନୁମତି ଆଣିବାକୁ ପଡିବ । ଅନୁମତି ନମିଳିଲେ ଉକ୍ତ ଖେଳାଳିଙ୍କ ସ୍ଥାନରେ ବଦଳି ଖେଳାଳି ସୁଯୋଗ ପାଇବେ । ନେଗେଟିଭ ରିପୋର୍ଟ ଆସିବା ପରେ ପୁନର୍ବାର ସେ ମ୍ୟାଚ ଖେଳିପାରିବେ

Related posts

ବିରତି ନେବ ରାହୁଲଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା

mahabharatanews

 ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ପାର

mahabharatanews

୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

mahabharatanews