ଓଡିଶା

ଏମ୍ଫୋଭ୍ୟାଲି ଥାନା ଅଧୀନରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : କମିଶନରେଟ ପୋଲିସ ଅଧୀନ ଏମ୍ଫୋଭ୍ୟାଲି ଥାନା ଅଧୀନରେ ଯୁବକଙ୍କ ଗଳିତ ମୃତଦେହ । ଏମ୍ଫୋଭ୍ୟାଲି ଥାନା ଅଧୀନ ଏକ ଜଙ୍ଗଲ ଭିତରେ ଏହି ମୃତ ଦେହକୁ ଠାବ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠେଇଦେଇଛି । ମୃତକଙ୍କ ବୟସ ପ୍ରାୟ 28 ବର୍ଷ ହେବ । ଏଥି ସହ ଯୁବକ ଜଣଙ୍କ ଶ୍ରମିକ ଭଳି ଜଣାପଡୁଛନ୍ତି। ହେଲେ ଯୁବକ ଶରୀରର ଅନେକ ସ୍ଥାନରେ ଖ୍ୟତ ଚିହ୍ନ ସହିତ ମୁହଁଟି କଳା ପଡ଼ିଯାଇଥିବା ହେତୁ ମୃତଦେହ ଚିହ୍ନଟ ହୋଇପାରିନାହିଁ । କେହି ହତ୍ୟା ପରେ ମୃତଦେହକୁ ଏଠାରେ ଫିଙ୍ଗିଦେଇ ଯାଇଥିବା ସନ୍ଦେହ କରାଯାଉଛି ।

 

Related posts

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

mahabharatanews

୬୨ ତମ ପୁଲିସ ସହିଦ ଦିବସ ପାଳିତ

mahabharatanews

ପୁଣି ଡେଲାଙ୍ଗରେ ବୋମା ମାଡ

mahabharatanews