ଓଡିଶା

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

(ଗୋଲାପ ସାହୁ): କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋ ନା ରୋଗୀ ଚିହ୍ନଟ ହୋଇଛି। ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ବେହେରଗୁଡ଼ା ଗ୍ରାମର ୨୯ ବର୍ଷ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଚିହ୍ନଟ ହେବା ପରେ ଆକ୍ରନ୍ତକୁ କଟକ ମେଡିକାଲ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତମାନ ତାଙ୍କ ଗାଁ ବେହରଗୁଡ଼ାରେ ମେଡିକାଲ୍ ଟିମ୍ ପହଞ୍ଚିବା ସହ ପ୍ରଶାସନ ତରଫରୁ ପଞ୍ଚାୟତକୁ ସିଲ୍ କରାଯାଇଛି ।

Related posts

ସଙ୍ଗରୋଧ କେନ୍ଦ୍ର ରେ ୧୪ ଦିନ ରହି ଘରକୁ ଫେରି ଲେ ପ୍ରବାସୀ

mahabharatanews

ଆଜ୍ଞାମାନ ବିଜେ ନୀତି ସମ୍ପନ୍ନ

mahabharatanews

mahabharatanews