ଓଡିଶା

ଆସନ୍ତା କାଲିଠୁୁ ୩ ଦିନ ବର୍ଷିବ

(ଭୁବନେଶ୍ୱର) : ଆସନ୍ତା କାଲିଠୁ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଞ୍ଚଳିକ ପାନିପାଗ କେନ୍ଦ୍ର ଅନୁଯାୟୀ ଆସନ୍ତା କାଲି ୯ ଜିଲ୍ଲାରେ ଘଡଘଡି ସହ ବଷର୍ହା ହେବାର ସମ୍ଭାବନା ରହିଛି । । ତେବେ ସେହି ୯ ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ।

 

Related posts

ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

mahabharatanews

‘ବାତ୍ୟା ବିପର୍ଯ୍ୟୟ’ : ଓଡ଼ିଶା ଗସ୍ତ ବାତିଲ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା

mahabharatanews

ବବିଙ୍କୁ ନେଇ ବିବାଦ

mahabharatanews