ଭାରତ

ତିରୁପତି ମନ୍ଦିରକୁ ସୁନା ଦାନ କରି ଚର୍ଚ୍ଚାରେ ଦମ୍ପତି

(ଦିଲ୍ଲୀ) : ତିରୁପତି ମନ୍ଦିରକୁ ସୁନା ଶଙ୍ଖ ଓ କଇଁଛ ଦାନ କରିଛନ୍ତି ଇନ୍‌ଫୋସିସ୍‌ ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣ ମୂର୍ତ୍ତି ଓ ପତ୍ନୀ ସୁଧା । ସେମାନେ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର କାର୍ଯ୍ୟନିର୍ବାହୀ ଅଧିକାରୀ ଏ ଭି ଧର୍ମା ରେଡ୍ଡି ସୁନା ହସ୍ତାନ୍ତର କରିଛନ୍ତି। କର୍ଣ୍ଣଙ୍କ ମୂଲ୍ୟବୋଧକୁ ନିଜ ଜୀବନରେ ଗ୍ରହଣ କରିବା ଲାଗି ସେ ଉଦ୍ୟମ କରିଥିବା କହିଛନ୍ତି। ଇନ୍‌ଫୋସିସ୍‌ ମାଧ୍ୟମରେ‌ ସେ ଯେଉଁ ସମ୍ପତ୍ତି ଆହରଣ କରିଛନ୍ତି ତାହାକୁ ନିଜ ସହଯୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବାରେ ଖୁସି ମିଳେ ବୋଲି ନାରାୟଣ ମୂର୍ତ୍ତି କହିଛନ୍ତି।

ସୂଚନାନୁଯାୟୀ ,କ୍ରମାଗତ ଭାବେ ପ୍ରତିଷ୍ଠିତ ବ୍ୟକ୍ତି ତିରୁପତି ଭଗବାନଙ୍କୁ ଦାନ କରୁଥିବା ନଜର ଆସିଛି  ।

Related posts

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

mahabharatanews

ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି

mahabharatanews

ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ

mahabharatanews