ଓଡିଶା

ପାଣି ଘେରରେ ଶହଶହ ତଳିଆ ଅଚଂଳ

ଗଂଜାମ /ରଜନୀକାନ୍ତ ପାତ୍ର : ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। ଏକାଧିକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଗାନ୍ଧୀ ନଗର ସ୍ପ୍ରେକ୍ଟମ କଲୋନୀ ଭିତରେ ଡ୍ରେନ ଫାଟି ଯିବାରୁ ଘର ଭିତରେ ଆଣ୍ଠଏ ଆଣ୍ଠୁଏ ପାଣି । ସମ୍ପୂର୍ଣ୍ଣ କଲୋନୀ ବାସୀ ହନ୍ତସନ୍ତ ହେଉଛନ୍ତି । ଆଗକୁ ଆହୁରି ୨ ଘୃନିବଳୟ ରହିଥିବାରୁ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ଏବେ ଘୂର୍ଣ୍ଣିବଳୟ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ବ୍ରହ୍ମପୁରୁ ସହର ଅନେକ ତଳିଆ ଅଂଚଳ ରେ ଜଳ ମଗ୍ନ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ହେଲେ ଏପର୍ଯ୍ୟନ୍ତ କୈ÷ଣସି ପ୍ରଶାସନ ପହଂଚି ନଥିବା ସୂଚନା ମିଳିଛି ।

Related posts

କରୋନା ଯୁଦ୍ଧରେ ବିଜୟ ପାଇଁ ବାଗଚୀଙ୍କ ୮ ସୂତ୍ରୀ ମନ୍ତ୍ର

mahabharatanews

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews

ଚାଷ ଉପରେ ଗୁରୁତ୍ୱ ଦିଅଯାଇ ବାହାରିଛି ମିଲେଟ୍‍ ‘ମିଲି’ : ପାଳନ ହେଉଛି ମାଣ୍ଡିଆ ଦିବସ

mahabharatanews