ମନୋରଞ୍ଜନ

ଚର୍ଚାରେ ସଲମାନଙ୍କ ଟାଇଗର-୩ 

(ମୁମ୍ବାଇ) :  ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩କୁ ଦର୍ଶକ ଅପେକ୍ଷା କରିଛନ୍ତି  । ତେବେ ଦୀପାବଳି ଅବସରରେ ସଲମାନ ଖାନ ନିଜ ଫ୍ୟାନ୍ସଙ୍କୁ ଟାଇଗର-୩  ଭେଟିଦେବା ପାଇଁ ଯାଉଛନ୍ତି । ଯେଉଁଥିରେ ସଲମାନଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ । ଟାଇଗର-୩ ର ରୋମାଞ୍ଚକ ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ ଖାନଙ୍କ ଲୁକ୍, ଆକ୍ସନ ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା ।

ସୂଚନାନୁଯାୟୀ , ବଡ଼ ପରଦାରେ ପୁଣି ଏକାଠି ନଜର ଆସିବେ କ୍ୟାଟ୍ରିନା ଏବଂ ସଲମାନ ଖାନ । ସଲମାନ ଖାନଙ୍କ ଦମଦାର ସ୍ୱରରୁ ଆରମ୍ଭ ହୁଏ ଟିଜର ।  ‘ଟାଇଗର 3’ ‘ର ଟିଜର ରିଲିଜ ହେବା ପୂର୍ବରୁ ସଲମାନ ଖାନ ମଙ୍ଗଳବାର ରାତିରେ ସୋସିଆଲ ମିଡିଆରେ ‘ଟାଇଗର ୩ ‘ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଆଜି ଟିଜର ରିଲିଜ୍ ହେବ ବୋଲି ସୂଚନା ଦିଆଯାଇଥିଲା ।

Related posts

ମନି ଲଣ୍ଡରିଂ ମାମଲା; କୋର୍ଟରେ ହାଜର ହେଲେ ଜ୍ୟାକଲିନ୍

mahabharatanews

ସିନେମାହଲ ପରେ ଓଟିଟିରେ ରିଲିଜ ହେବ ଫିଲ୍ମ ‘ଧୁରନ୍ଧର’

mahabharatanews

୪୫୦ଟଙ୍କା ଦେବାକୁ ମନା କରି ଚର୍ଚାରେ ଅଭିନେତା ବିକ୍ରାନ୍ତ

mahabharatanews