ଓଡିଶାରାଜନୀତି

ଆଜି ଓଡଶାରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନ

ଝାରସୁଗୁଡା: ଓଡଶାରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନ । ଆଜି ଝାରସୁଗୁଡାରେ ଅନେକ କାର୍ଯ୍ୟକ୍ରମ ରହିଛି ।ରାତ୍ରି ଯାପନ କରୁଥିବା ସ୍ଥାନରୁ ବାହାରି ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚି ପରେ ବେହେରମାଲରେ ଥିବା କିଷାନ ଛକକୁ ଯିବେ । ପୁରୁଣା ବସଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ ହୋଇ ବେହେରାମାଲରେ ପହଞ୍ଚିବା ପରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି କାଯ୍ୟକ୍ରମରେ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ଏହାପରେ ବେଲପାହାଡ ଅଭିମୁଖେ ଯାତ୍ରା ଆରମ୍ଭ ହେବ ।

Related posts

ଆଜି ରାଜ୍ୟରୁ ବାହାରିଲେ ୨୨୩୯ ପଜିଟିଭ

mahabharatanews

ଓଡିଶାକୁ ନାହିଁ ବାତ୍ୟାର ଭୟ !

mahabharatanews

ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

mahabharatanews